Z ପ୍ଲସ୍ ସୁରକ୍ଷା, ୧୮ ଗାଡ଼ି, ଆଡ୍ଭାନ୍ସ ପାୟଲଟ କାର୍…ତଥାପି ମମତାଙ୍କ ଉପରେ ଆକ୍ରମଣ? ଭାଜପା ଉଠାଇଲା ପ୍ରଶ୍ନ
ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) କେତେକ ଗୁରୁତର ଅଭିଯୋଗ ଆଣିଛି। ମମତା ବାନାର୍ଜୀଙ୍କ ସୁରକ୍ଷାରେ ନିୟୋଜିତ ଏଡିଜି ସ୍ତରର ଦୁଇ ଅଧିକାରୀ ବିବେକ…