Browsing Tag

west Bengal election

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ଭୋଟ ବାକ୍ସ ଲୁଟିଲେ-ପୋଡିଲେ ଓ ପୋଖରୀରେ ଫିଙ୍ଗିଲେ , ହିଂସାରେ ୧୫ ମୃତ

କୋଲକାତା : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଏବେ ସବୁ ଖବରକାଗଜର ହେଡ ଲାଇନରେ । ନିର୍ବଚନୀ ହିଂସାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଠାରେ ଭୋଟ ବାକ୍ସ ଲୁଟର ଚିତ୍ର ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଭୋଟ ବାକ୍ସ ଲୁଟ ହୋଇଥିବା ବେଳେ କେତେକ ସ୍ଥାନରେ ଭୋଟ ବାକ୍ସକୁ…

ଆଜି ଚାଲିଛି ପଶ୍ଚିମବଙ୍ଗ ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ, ୫ଟି ଜିଲ୍ଲାର ମୋଟ ୩୪ଟି ଆସନ୍‌ ପାଇଁ ଭୋଟ୍‌ଗ୍ରହଣ

କୋଲକତା: କରୋନା ସଂକ୍ରମଣର ଭୟାବହତା ଭିତରେ ଜାରି ରହିଛି ପଶ୍ଚିମବଙ୍ଗ ନିର୍ବାଚନ । ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଛି । ୫ଟି ଜିଲ୍ଲାର ମୋଟ ୩୪ଟି ଆସନ୍‌ ପାଇଁ ଭୋଟ୍‌ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଜନତା । ୫ଟି ଜିଲ୍ଲାରେ ୮୬ ଲକ୍ଷ…

ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ, କୋଭିଡ୍‌ ଆକ୍ରାନ୍ତଙ୍କ ଶେଷ ଏକ ଘଣ୍ଟାରେ ଦେଇପାରିବେ ଭୋଟ୍

କୋଲକତା: ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ଉତ୍ତର ଦିନାଜପୁର, ନାଦିଆ, ଉତ୍ତର ୨୪ ପ୍ରଗଣା ଏବଂ ପୂର୍ବ ବର୍ଦ୍ଧାମାନ ୪ ଜିଲ୍ଲାରେ ଥିବା ୪୩ ଆସନ ପାଇଁ ଭୋଟିଂ ଚାଲୁଛି। ୧୦ ହଜାର ୮୯୭ ବୁଥରେ ୧ କୋଟି ୧୩ଲକ୍ଷ ୫୭ ହଜାର ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମହିଳା…

ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ, ମଇଦାନରେ ଅଛନ୍ତି ୩୪୨ ପ୍ରାର୍ଥୀ

କୋଲକତା: ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ୪୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି । ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନାଦିଆ, ଜଲପାଇଗୁଡି, ଦାର୍ଜିଲିଙ୍ଗ କଲିମ୍ପୋଗରେ ମତଦାନ ହେଉଛି । ମଇଦାନରେ ଅଛନ୍ତି ୩୪୨ ପ୍ରାର୍ଥୀ । ୧…

୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ମମତା ବାନାର୍ଜୀଙ୍କ ଧାରଣା ଜାରି, ଏକୁଟିଆ ବସି ପେଟିଂ ବନାଉଥିବାର ଆସିଲେ ନଜର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ଲାଗିଥିବା ୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ଧାରଣା ଜାରି ରହିଛି। ମମତା ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ରେ ମାୟୋ ସଡକରେ ପହଞ୍ଚିଥିଲେ ଏବଂ ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି…

ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ୫ ଜିଲ୍ଲାର ୪୪ଟି ଆସନରେ ଭୋଟିଂ

କୋଲକତା: ଆଜି ବେଙ୍ଗଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୫ ଜିଲ୍ଲାର ୪୪ଟି ଆସନରେ ଚାଲିଛି ଭୋଟିଂ । ଏହି ଜିଲ୍ଲାଗୁଡ଼ିକ ହେଉଛି କୋଚବେହାର, ଆଲିପୁରଦୁଆର୍‌, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଓ ହୁଗୁଳି । ଏହି ପର୍ଯ୍ୟାୟ ପାଇଁ ମୈଦାନରେ ଅଛନ୍ତି ୩୭୩ ପ୍ରାର୍ଥୀ । ଏମାନଙ୍କ…

ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୩୦ଟି ଆସନ ପାଇଁ ଚାଲିଛି ମତଦାନ

କୋଲକତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିଲା ଭୋଟ୍‌ । ୩୦ଟି ଆସନ ପାଇଁ ଚାଲିଛି ମତଦାନ । ମଇଦାନରେ ଅଛନ୍ତି ୧୭୧ ପ୍ରାର୍ଥୀ । ତେବେ ସମସ୍ତଙ୍କ ନଜର ରହିଛି ହାଇପ୍ରୋଫାଇଲ୍‌ ଆସନ ନନ୍ଦିଗ୍ରାମ ଉପରେ । ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର…

ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନରେ ହେବ ମତଦାନ, ଆଜି ସଂଧ୍ୟାରେ ସରିବ ପ୍ରଚାର

କୋଲକତା: ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗର ୩୦ଟି ଆସନରେ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦକ୍ଷିଣ ୨୪ ପ୍ରଗଣାର ୪ଟି, ପଶ୍ଚିମ ମେଦିନୀପୁରର ୯ଟି, ବାଙ୍କୁଡାର ୮ଟି ଓ ପୁର୍ବ ମେଦିନୀପୁରର ୯ଟି ଆସନରେ ହେବ ଭୋଟ…

ଚାଲିଛି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ: ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ

କେନ୍ଯୁଜ୍: ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମୈଦାନରେ ଅଛନ୍ତି ୧୯୧ ଜଣ ପ୍ରାର୍ଥୀ । ୭୩…

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ ନେଇ ତେଜିଲା ରାଜନୀତି, ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି…

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ କମାଇବା ପରେ ତେଜିଲା ରାଜନୀତି। ସମସ୍ତ ବିରୋଧୀ ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ଟି ରାଲି ଥିବା ବେଳେ ଏହା…