Browsing Tag

West Indies

ୱେଷ୍ଟଇଣ୍ଡିଜ ଖେଳାଳି ମାର୍ଲନ ସାମୁଏଲ୍ସଙ୍କୁ ୬ ବର୍ଷ ଯାଏଁ ବ୍ୟାନ୍‌ କଲା ଆଇସିସି, ଜାଣନ୍ତୁ କାହିଁକି

ୱେଷ୍ଟଇଣ୍ଡିଜର କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କ ଉପରେ ଆଇସିସି ୬ ବର୍ଷର ପ୍ରତିବନ୍ଧକ ଲଗାଇଛି । ସାମୁଏଲ୍ସ ୱେଷ୍ଟଇଣ୍ଡିଜ ପାଇଁ ଅନେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଘରୋଇ ଲିଗ୍ସରେ ଖେଳୁଛନ୍ତି । କିନ୍ତୁ ଏବେ ଭ୍ରଷ୍ଟାଚାର ମାମଲାରେ…

ଦୁଇ ଥର ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜ ଟିମ୍‌ ବିଶ୍ୱ କପ୍‌ ମହାକୁମ୍ଭରୁ ବିଦା

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ ଇତିହାସରେ ପ୍ରଥମ । ଦୁଇ ଥର ବିଶ୍ୱ ଚାମ୍ପିଅନ ଟିମ୍‌ର ବିଶ୍ୱ କପ୍‌ ମହାକୁମ୍ଭରୁ ବିଦା । ଚଳିତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଖେଳି ପାରିବ ନାହିଁ ୱେଷ୍ଟଇଣ୍ଡିଜ। ଯୋଗ୍ୟତା ପର୍ଯ୍ୟାୟରେ ସ୍କଟ୍‌ଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପ୍‌ ମୁଖ୍ୟ ଟୁର୍ଣ୍ଣାମେଣ୍ଟରୁ…

ପ୍ରଭୁ ହନୁମାନଙ୍କୁ ଏଠାରେ ଦର୍ଶନ କଲେ ସବୁ ମନୋକାମନା ହୋଇଥାଏ ପୂର୍ଣ୍ଣ, ଦୂର ହୋଇଯାଏ ସବୁ ସଙ୍କଟ, ଆପଣ ବି ଥରେ ବୁଲି…

ସଙ୍କଟମୋଚନ ଜୟ ହନୁମାନ। ପ୍ରଭୁ ଶ୍ରୀରାମଙ୍କ ସବୁଠୁ ବଡ଼ ଭକ୍ତ। ଯାହାଙ୍କ ନାମ ବିନା ରାମଙ୍କ ନାମ ଧରିଲେ ଅଧୁରା ଲାଗେ। ନାସିକର ଆଞ୍ଜନେୟରେ ଜନ୍ମ ଗ୍ରହଣ କରିଥିବା ପ୍ରଭୁ ହନୁମାନଙ୍କ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି ମନାଯାଏ। ବିଶ୍ୱାସ ରହିଛି ଯେ ପ୍ରଭୁ ଏବେ ବି ଏହି ଯୁଗରେ ବଞ୍ଚିଛନ୍ତି।…

ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଓ୍ଵେଷ୍ଟଇଣ୍ଡିଜ ପହଞ୍ଚିଲା ଟିମ୍ ଇଣ୍ଡିଆ, ଜୁଲାଇ ୨୨ରେ ପ୍ରଥମ ମ୍ୟାଚ୍

ଓ୍ଵଷ୍ଟଇଣ୍ଡିଜ୍‌ରେ ପହଞ୍ଚିଲା ଭାରତୀୟ ଟିମ୍‌ । କୋଭିଡ଼ ସଂକ୍ରମଣକୁ ରୋକିବା ଲାଗି ଏକ ସ୍ୱତନ୍ତ୍ର ଚାର୍ଟର ଫ୍ଲାଇଟରେ େଓ୍ଵଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ୨୨, ୨୪ ଓ ୨୭ ତାରିଖରେ ଖେଳାଯିବ ୩ଟି ଦିନିକିଆ । ଭାରତୀୟ ଟିମର…

େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ଶିଖର ଧାୱନ ସମ୍ଭାଳିବେ…

େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ ସ୍କ୍ଵାଡ୍‌ । ତିନିଟି ମ୍ୟାଚ୍‌ ବିଶିଷ୍ଟ ଓ୍ଵାନ୍‌ ଡେ ସିରିଜ୍‌ ପାଇଁ ୧୬ ଜଣିଆ ଟିମ୍‌ ଘୋଷଣା କରିଛି ବିସିସିଆଇ । ଶିଖର ଧଓ୍ଵନ ଟିମ୍‌ ଇଣ୍ଡିଆର କମାଣ ସମ୍ଭାଳିବେ । ଉପ-ଅଧିନାୟକ ହୋଇଛନ୍ତି ରବୀନ୍ଦ୍ର ଜାଡେଜା…

କ୍ରିକେଟର ନୂଆ ଫର୍ମାଟ୍‌ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ୍: ପ୍ରଥମ ଥର ପାଇଁ ଏକାଠି ଖେଳିବେ ପୁରୁଷ ଓ ମହିଳା ଟିମ୍‌,…

କ୍ରିକେଟ ୱେଷ୍ଟଇଣ୍ଡିଜ୍ ନିଜକଟରେ ୬୦ଟି ବଲ୍‌କୁ ନେଇ ନୂଆ ଘରୋଇ ପ୍ରତିଯୋଗିତା ଘୋଷଣା କରିଥିଲା। ଅଗଷ୍ଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ପୁରୁଷ ଓ ୩ଟି ମହିଳା ଟିମ୍‌ ଭାଗ ନେବେ। ଏହି ଲିଗ୍‌ରେ ଦୁନିଆର ସର୍ବଶ୍ରେଷ୍ଠ କି୍ରକେଟର ସାମିଲ ହେବେ। ଏହା ଟି-୧୦ ଲିଗ୍‌ ଭାବେ ଆରମ୍ଭ…

ଆକ୍ରମଣ ଧମକର କୌଣସି ସତ୍ୟତା ନାହିଁ, ବିସିସିଆଇ କଲା ସ୍ପଷ୍ଟୋକ୍ତି

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେମାନଙ୍କୁ ବିସିସିଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ଦିଆଯାଇଛି। ଖବର ମୁତାବକ, ନିକଟରେ ବିସିସିଆଇକୁ ଏକ ମିଥ୍ୟା ମେଲ୍‌ ଆସିଥିଲା। ଯେଉଁଥିରେ ଭାରତୀୟ ଖେଳାଳୀଙ୍କ ଉପରେ ବିପଦ ରହିଛି ବୋଲି ସୂଚନା ରହିଥିଲା। ଟିମ୍‌ ଇଣ୍ଡିଆର…

ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଥର ହରାଇ ଇତିହାସ ରଚିଲା ବାଂଲାଦେଶ

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ବାଂଲାଦେଶ। ୩୨୨ ରନର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁକୁଟ ପିନ୍ଧିଲା ବାଂଲାଦେଶ। ବାଂଲାଦେଶ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ସାକିବ ଉଲ ହସନ । ସେ ୯୯ ବଲରେ କରିଛନ୍ତି ୧୨୪ ରନ୍ । ଟନଟ୍ରନର କୁପର ଆସୋସିଏଟ୍ସ…

ଇଂଲଣ୍ଡର ଦମଦାର ପ୍ରଦର୍ଶନ, ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ କଲା ପରାସ୍ତ

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ । ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଲଂଣ୍ଡର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ୪୪.୪ ଓଭରରେ ମାତ୍ର…

ୟାଙ୍କୁ ଦରକାର କଶ୍ମୀର . . . . ଲଜ୍ଜାଜନକ ପରାଜୟ ପରେ ସୋସିଆଲ୍‌ ମିଡିଆରେ ଉଡୁଛି ପାକର ମଜାକ୍‌

ବିଶ୍ୱକପର ପ୍ରଥମ ମ୍ୟାଚରୁ ହିଁ ଅତ୍ୟନ୍ତ ଲଜ୍ଜାଜନକ ଭାବରେ ଖେଳିଛି ପାକିସ୍ତାନ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୦୫ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଆଉ ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୩.୪ ଓଭରରେ ୧୦୬ ରନର ଲକ୍ଷ ହାସଲ କରିନେଇଥିଲା । ତେବେଏହି ଲଜ୍ଜାଜନକ…

ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ୭ ୱିକେଟରେ ମ୍ୟାଚ୍ ଜିତିଲା ୱେଷ୍ଟଇଣ୍ଡିଜ୍

ପାକକୁ ପାଣି ପିଆଇଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ମ୍ୟାଚକୁ ଅତ୍ୟନ୍ତ ସହଜରେ କରିନେଲା କବଜା । ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍…

ୱେଷ୍ଟଇଣ୍ଡିଜ ସାମ୍ନାରେ ଧରାସାୟୀ ପାକିସ୍ତାନ, ମାତ୍ର ୧୦୫ ରନରେ ଅଲଆଉଟ୍ ହେଲା ଟିମ୍

ୱେଷ୍ଟଇଣ୍ଡିଜ ସାମ୍ନାରେ ଧରାସାୟୀ ହେଲା ପାକିସ୍ତାନ । ମାତ୍ର ୧୦୫ ରନରେ ଅଲଆଉଟ୍ ହେଲା ଟିମ୍ । ନଟିଂହାମର ଟେଣ୍ଟ ବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟର ୨ୟ ମ୍ୟାଚରେ ଆଜି ସାମ୍ନସାମ୍ନି ହୋଇଛନ୍ତି ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା…