Browsing Tag

west Indies series

ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଚିନ୍ତାରେ ରୋହିତ ଶର୍ମା, ଟିମରେ ନାହାନ୍ତି ଏହିସବୁ ଖେଳାଳି

ଆସନ୍ତାକାଲିରୁ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ଆଉ ଖାସ୍‌ ଏଥିପାଇଁ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆହତ ଜନିତ ସମସ୍ୟାରୁ…

ୱେଷ୍ଟଣ୍ଡିଜ୍‌ ବିପକ୍ଷ ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ

କେନ୍ଯୁଜ୍: ୱେଷ୍ଟଣ୍ଡିଜ୍‌ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା । ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ କ୍ୟାପଟେନ୍‌ସିପ୍‌ରେ ଟି-୨୦ ଓ ଦିନିକିଆ ଖେଳିବ ଟିମ୍‌ ଇଣ୍ଡିଆ । ଟି-୨୦ରେ କେଏଲ ରାହୁଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟାର,…