ସ୍କୁଲରେ ରାଗିଂ ଅଭିଯୋଗ କାର୍ଯ୍ୟାନୁଷ୍ଠାନ ପରେ ୪ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରୁ ବିଦା
କନ୍ଧମାଳ(କେନ୍ୟୁଜ୍): ସ୍କୁଲରେ ରାଗିଂ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ପରେ ବିଦାହେଲେ ୪ ଜଣ ଦଶମ ଶ୍ରେଣୀ ଛାତ୍ର ।ଏମିତି ଏକ ସାଙ୍ଘାତିକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ । ଦାରିଙ୍ଗି ବାଡ଼ି ବ୍ଲକର ଗ୍ରୀନ୍ବାଡ଼ ସ୍ଥିତ ସରକାରୀ ଉଚ ମାଧ୍ୟମିକ ବିଦ୍ୟାଳୟ ହଷ୍ଟେଲରେ ରାଗିଂ…