SA ଟି୨୦ ଲିଗ୍ : ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସୁରକ୍ଷାକୁ ନେଇ ବଢିଲା ଚିନ୍ତା
ଦକ୍ଷିଣ ଆଫ୍ରିକାରେ ଏବେ ଏସଏ ଟି୨୦ କ୍ରିକେଟ ଲିଗ୍ ଚାଲିଛି । ଏହି ଲିଗ୍ ଚାଲିଥିବା ବେଳେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ଫାବିଆନ୍ ଏଲନଙ୍କ ଠାରୁ ଲୁଟ୍ ହୋଇଛି । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘଟଣାଟି…