ଜଳେଶ୍ୱର : ଦଶ କ୍ୱିଣ୍ଟାଲରୁ ଅଧିକ ଓଜନର ତିମି, ଦେଖିବାକୁ ଲୋକଙ୍କ ଭିଡ଼
ଜଳେଶ୍ବର (କେ ନ୍ୟୁଜ୍) : ମିଳିଛି ଏକ ବିଶାଳକାୟ ତିମିର ମୃତଦେହ । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଳକା ନଦୀର ବରଡିହା ଘାଟ ନିକଟରେ ଏହି ବିରାଟ ମୃତ ତିମି ମାଛର ମୃତଦେହ ଦେଖିବାକୁ ମିଳିଛି । ମାଛଟିର ଓଜନ ୧୦ କ୍ବିଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମୃତ ତିମି ମାଛଟି…