Browsing Tag

whatsapp

ହ୍ଵାଟସଆପ୍‌ ଆଣୁଛି ନୂଆ ଫିଚର, ଏଣିକି ବଦଳିବ ଅଡ଼ିଓ ମେସେଜ ପଠାଇବାର ଅନ୍ଦାଜ

ହ୍ଵାଟସଆପ୍‌ ଏହାର ଉପଭୋକ୍ତାମାନଙ୍କ ଚାଟିଂ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଏହା ସହିତ, କମ୍ପାନୀ ରୋଲ ଆଉଟ୍ ହେବାକୁ ଥିବା ଫିଚର ଗୁଡିକର ଉନ୍ନତି ଆଣିବା ପାଇଁ ସମୟ ସମୟରେ ଅପଡେଟ୍ ମଧ୍ୟ କରିଥାଏ । ଏହି ପର୍ଯ୍ୟାୟରେ କମ୍ପାନୀ ଭଏସ୍ ନୋଟର ପ୍ଲେକ୍ ସ୍ପିଡ୍ ସେଟ୍…

ସାବଧାନ ! ନଚେତ ଆପଣଙ୍କୁ କେତେବେଳେ ବି ବ୍ୟାନ କରିଦେଇପାରେ WhatsApp

ବିଶ୍ଵବ୍ୟାପୀ ଗୁଗୁଲ ପ୍ଲେ ଷ୍ଟୋରରୁ ସର୍ବାଧିକ ଇନ୍ଷ୍ଟଣ୍ଟ ମେସେଜିଙ୍ଗ ଆପ ଡାଉନଲୋଡ କରିବା ତାଲିକାରେ ଆଗରେ ଅଛି ହ୍ୱାଟ୍ସ ଅପ । ଫେସବୁକ ଅଧୀନରେ ଥିବା ଏହି ମେସେଜିଙ୍ଗ ଆପ ଲଗାତାର ଭାବରେ ନିଜ ପ୍ଲାଟ୍ଫର୍ମରେ ୟୁଜର୍ସ ମାନଙ୍କ ପାଇଁ ଫିଚର ଗୁଡିକରେ ନୂଆ ନୂଆ ପରିବର୍ତ୍ତନ ମାନ ଆଣୁଥିଲେ…

ହୋଇ ଯାଆନ୍ତୁ ସାବଧାନ! ହ୍ଵାଟସ୍‌ଆପରେ ଚାଲୁଛି ନୂଆ ପ୍ରକାରର ଠକେଇ; ସମ୍ପର୍କୀୟ ହୋଇ ଲୁଟୁଛନ୍ତି ପଇସା

ପ୍ରଥମେ ଇମେଲ ଓ ଏସ୍‌ଏମ୍‌ଏସ୍‌, ଆଉ ଏବେ ହ୍ଵାଟସ୍‌ଆପ ଜରିଆରେ ସାଇବର କ୍ରାଇମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍‌ ଆପ୍‌ ହ୍ଵାଟସ୍‌ଆପ ଏବେ ସାଇବର ଠକେଇର ପ୍ଲାଟଫର୍ମ ବନି ଯାଇଛି, ଯେଉଁଠି ଲୋକମାନଙ୍କୁ ବିଭିନ୍ନ ପ୍ରକାର ଟ୍ରିକ୍ସ ଜରିଆରେ…

ଜାଣନ୍ତୁ ହ୍ବାଟସ୍-ଆପ୍ ଠକେଇରୁ କିପରି ନିଜକୁ ବଞ୍ଚାଇ ପାରିବେ, ଆପଣାନ୍ତୁ କମିସନରେଟ୍ ପୋଲିସର ଏହି ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍): ଏବେ ମାତିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ହ୍ବାଟସ୍-ଆପ୍ ଠକେଇରୁ ବଞ୍ଚିବା ପାଇଁ ଏବେ କମିସନରେଟ୍ ପୋଲିସ୍ ଜାରି କରିଛି ସତକର୍ତା। ଆପଣାନ୍ତୁ ଏହିସବୁ ପଦକ୍ଷେପ । ଯାହାଦ୍ବାରା ଠକାମୀ ଠାରୁ  ନିଜକୁ  ଦୁରେଇ…

ଆହୁରି ସ୍ମାର୍ଟ ହେଲା ହ୍ୱାଟ୍ସଆପ୍, ଯାହାକୁ ଚାହିଁବେ ଲୁଚାଇପାରିବେ ଲାଷ୍ଟ୍ ସିନ୍

ହ୍ୱାଟ୍ସଆପ୍ ହେଉଛି ଏକ ଲୋକପ୍ରିୟ ମେସେଜିଂ ଆପ୍। ଯଦିଓ ଏହି ଆପର ସମସ୍ତ ଫିଚର ୟୁଜର୍ସ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ, କିନ୍ତୁ ଏହାର ‘Last Seen’ ଫିଚର ବେଳେବେଳେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ବିଶେଷକରି ଯେତେବେଳେ ଆପଣ କାହାକୁ ମେସେଜ ଦେବାକୁ ଚାହୁଁନାହାଁନ୍ତି। କିନ୍ତୁ…

WhatsApp Chat ଓ Status ରେ ଅକ୍ଷରର ରଙ୍ଗ ବଦଳାଇବାକୁ ଆପଣାନ୍ତୁ ଏହି ଟ୍ରିକ୍

ଏଇ କିଛି ଦିନ ହେଲା ପ୍ରାଇଭେସି ଇସ୍ୟୁକୁ ନେଇ ହ୍ଵାଟ୍ସଆପ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏବେ ବି ଏହି ଆପ୍ଲିକେସନ ୟୁଜରଙ୍କ ପ୍ରଥମ ପସନ୍ଦ ହିଁ ରହିଛି। ତେବେ ୟୁଜରଙ୍କ ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଅନେକ ନୂଆ ନୂଆ ଫିଚର୍ ଲଞ୍ଚ କରାଯାଉଛି। ସବୁଥର ଭଳି ଏଥରକ ମଧ୍ୟ…

ହ୍ଵାଟସ୍‌ଆପରେ ଆସୁଥିବା ମେସେଜକୁ ଲୁଚାଇବାକୁ ଚାହୁଁଛନ୍ତି କି? ଆପରେ କରନ୍ତୁ ଏପରି ସେଟିଂଗ

ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ମେସେଜକୁ ହ୍ଵାଟସ୍‌ଆପରେ ଲୁଚାଇବାକୁ ଚାହାଁନ୍ତି ଏବଂ ଏପର୍ଯ୍ୟନ୍ତ କୌଣସି ଟ୍ରିକ ଜାଣିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଆଜି ଆସନ୍ତୁ ଜାଣିବା। ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟ୍ସଅପ ନିଜର ୟୁଜରଙ୍କୁ ଆପରେ ଏଭଳି ଫିଚର ଦେଇଛି । ନିଜର ହ୍ବାଟ୍ସଅପ ଚାଟକୁ…

WhatsAppରେ ଏମିତି ଡାଉନଲୋଡ କରନ୍ତୁ କୋଭିଡ୍‌ ଟିକାକରଣ ପ୍ରମାଣ ପତ୍ର, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ମୋବାଇଲ…

ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି। କେତେକ ସ୍ଥାନରେ ଟିକାକରଣ ପ୍ରମାଣ ପତ୍ର ମଧ୍ୟ ଅନିବାର୍ଯ୍ୟ ହୋଇ ଯାଇଛି। କ’ଣ ଆପଣ କୋଭିଡ୍‌ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇ ସାରିଛନ୍ତି, ଆଉ ଏହା ସତ୍ତ୍ୱେ ଆପଣଙ୍କୁ ଟିକାକରଣ ପ୍ରମାଣ ପତ୍ର ମିଳି ନାହିଁ? ଯଦି ଆପଣ ଏମିତି…

ହ୍ଵାଟସଆପ୍‌: Delete for Everyone ଫିଚରରେ ଆଣିଲା ବଡ଼ ପରିବର୍ତ୍ତନ, ଏବେ ଚାଟିଂ କରିବା ହେବ ଆହୁରି ସହଜ

ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଚାଟିଂ ଆପ୍ ମଧ୍ୟରୁ ହ୍ଵାଟସଆପ୍‌ ଗତ କିଛି ବର୍ଷ ମଧ୍ୟରେ ଏହାର ଉପଭୋକ୍ତାମାନଙ୍କ ପାଇଁ ଅନେକ ନୂଆ ଅପଡେଟ୍ ପ୍ରକାଶ କରିଛି, ଯେଉଁଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି । ଏଥିମଧ୍ୟରୁ ଗୋଟିଏ ହେଉଛି ହ୍ଵାଟସଆପ୍‌ Delete for…

ଝଟକା ଦେଲା ହ୍ବାଟସ୍ଆପ୍ ! ବ୍ୟାନ୍ କଲା ୨୨ ଲକ୍ଷ ଆକାଉଣ୍ଟସ୍, ଆପଣ ବି କରନ୍ତୁନି ଏହିଭଳି ଭୁଲ୍

ହ୍ବାଟସ୍‌ଆପ୍‌ର ବ୍ୟବହାର କୋଟି କୋଟି ଲୋକ କରୁଛନ୍ତି। ଲୋକଙ୍କର ଚାଟିଂ ଏକ୍ସପିରିଏନ୍ସକୁ ଆହୁରି ମଜାଦାର କରିବା ପାଇଁ ଆପ୍‌ ଭଲ ଭଲ ଫିଚର୍ସ ଦେଇଥାଏ। କିନ୍ତୁ ଏଥର ହ୍ବାଟସ୍‌ଆପ୍‌ ନୂଆ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଛି। ହ୍ବାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଆକାଉଣ୍ଟସ୍‌କୁ ବ୍ୟାନ୍‌…

WhatsApp ବ୍ୟବହାରୀଙ୍କ ପାଇଁ ଖୁସି ଖବର! ପେମେଣ୍ଟ କରି ପାଆନ୍ତୁ ୫୧ ଟଙ୍କା କ୍ୟାଶବ୍ୟାକ୍, ଜାଣନ୍ତୁ କ’ଣ…

Paytm, PhonePe ପରେ ଏବେ WhatsApp ପେମେଣ୍ଟ ମଧ୍ୟ ଭାରତରେ ଚାଲିବା ଆରମ୍ଭ କରିଛି । ଆପଣ WhatsApp ଜରିଆରେ ଅନ୍ୟ କାହାକୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ପରି କାମ କରୁଛି । ଏଥିପାଇଁ ପ୍ରଥମେ ଆପଣଙ୍କୁ WhatsApp ପେ ସେଟଅପ୍ କରିବାକୁ ପଡିବ ଓ ପରେ ପେମେଣ୍ଟ କରିବାକୁ ପଡିବ ।…

ଏଣିକି ଆଇଫୋନ୍ ରୁ ଆଣ୍ଡ୍ରଏଡ୍ କୁ ଟ୍ରାନ୍ସଫର କରିପାରିବେ chat history, Whatsapp ଆଣୁଛି ନୂଆ ଫିଚର

Whatsapp ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର । ବର୍ତ୍ତମାନ ଗୁଗୁଲ ଘୋଷଣା କରିଛି ଯେ ବର୍ତ୍ତମାନ ଆଣ୍ଡ୍ରଏଡ୍ 12 ଉପଭୋକ୍ତା ସୁରକ୍ଷିତ ଭାବରେ ସେମାନଙ୍କର chat history କୁ ଆଇଫୋନ୍ ରୁ ଆଣ୍ଡ୍ରଏଡ୍ କୁ ଟ୍ରାନ୍ସଫର କରିପାରିବେ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଗୁଗୁଲ୍ ପିକ୍ସେଲ୍…