ହ୍ଵାଟ୍ସଆପ୍ ଆଣିଲା କମାଲ୍ ଫିଚର, ଏବେ ଲାପଟପରେ ବି ହେବ ଅଡିଓ-ଭିଡିଓ କଲ୍
କଣ ଆପଣ ବି ଓ୍ଵିଣ୍ଡୋଜ୍ ୟୁଜର ଏବଂ ହ୍ଵାଟ୍ସଆପ କଲିଙ୍ଗର ସୁବିଧା ନିଜ ଲାପଟପରେ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଏହି ଇଚ୍ଛାକୁ ମେଟା ପୂରା କରିବାକୁ ଯାଉଛି । ମେଟା ଓ୍ଵିଣ୍ଡୋଜ୍ ୟୁଜରଙ୍କ ପାଇଁ ହ୍ଵାଟ୍ସଆପ୍ ଆପ୍ ଲଞ୍ଚ୍ କରିଦେଇଛି । ଯେଉଁଥିରେ ୟୁଜର୍ସଙ୍କୁ ଅଡିଓ ଏବଂ ଭିଡିଓ କଲିଙ୍ଗର…