ହ୍ଵାଟସ୍ ଆପର ଦମଦାର ପ୍ରାଇଭେସୀ ଫିଚର, ବ୍ଲକ୍ ନକରି ମଧ୍ୟ ଲୁଚାଇ ପାରିବେ DP
ହ୍ଵାଟସ୍ ଆପ୍ ଲଗାତାର ଭାବରେ ନିଜ ୟୁଜରମାନଙ୍କ ପାଇଁ ନୂଆ ଫିଚର ଆଣୁଛି । ମେଟାର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମର ଅନେକ ଫିଚର ଅଛି ଯାହାକୁ ଅନେକ ୟୁଜର ବ୍ୟବହାର କରନ୍ତି ନାହିଁ । ଏହି ଫିଚରଗୁଡିକ ଅତ୍ୟନ୍ତ ଉପଯୋଗୀ ଏବଂ ଆପଣଙ୍କର ଅନେକ କାର୍ଯ୍ୟକୁ ସହଜ କରିଥାଏ । ସେହିପରି ହ୍ଵାଟସ ଆପରେ…