କେନ୍ଦ୍ରର ନୋଟିସ୍ ପରେ ଜବାବ ରଖିଲା ମେଟା, ସୁରକ୍ଷାକୁ ଦେଲା ଗୁରୁତ୍ୱ
ନୂଆଦିଲ୍ଲୀ : ଆପତ୍ତି ପରେ ହ୍ୱାଟସଆପ୍ ର ସ୍ପଷ୍ଟୀକରଣ!। ହ୍ୱାଟସଆପ୍ ‘ୟୁଜରନେମ୍’ ଫିଚର ଉପରେ କେନ୍ଦ୍ର ସରକାରଙ୍କ ନୋଟିସ୍ ପରେ ଜବାବ ରଖିଲା ମେଟା। ଫ୍ରଡ୍ ଏବଂ ନକଲି ଆକାଉଣ୍ଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ହ୍ୱାଟସଆପ୍ ର ଆଗାମୀ ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ…