ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର, ଏବେ ପ୍ରୋଫାଇଲ ଫଟୋର ନେଇପାରିବେନି ସ୍କ୍ରିନସଟ୍
ହ୍ୱାଟ୍ସଆପ୍ ଆଜି ଆମ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟିଛି । କମ୍ପାନୀ ସମୟ ସମୟରେ ୟୁଜରମାନଙ୍କ ପାଇଁ ନୂତନ ଫିଚର ଆଣିଥାଏ । ଏହି କ୍ରମରେ ହ୍ୱାଟ୍ସଆପ୍ ଏକ ନୂତନ ଫିଚର ଦେଇଛି, ଯାହା ଅତ୍ୟନ୍ତ ସ୍ୱତନ୍ତ୍ର । ହ୍ୱାଟ୍ସଆପ୍ ଏହାର ୟୁଜରମାନଙ୍କ ପାଇଁ ଏକ ଜବରଦସ୍ତ ଫିଚର ଆଣିଛି, ଯେଉଁଥିରେ…