Browsing Tag

whatsapp status

ହ୍ଵାଟ୍ସଆପ୍‌ ଷ୍ଟାଟସ୍‌ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ, କମ୍ପାନୀ ଆଣିଛି ନୂଆ ଫିଚର

ଆଜିର ସମୟରେ ଯାହାର ସ୍ମାର୍ଟଫୋନ୍ ଅଛି, ତାଙ୍କ ଫୋନ୍‌ରେ ନିଶ୍ଚିତ ଭାବରେ ହ୍ଵାଟ୍ସଆପ୍‌ ରହିଥିବ । ତେବେ ବର୍ତ୍ତମାନ ହ୍ଵାଟ୍ସଆପ୍‌ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ଭାବେ ବ୍ୟବହାର ହେଉଛି । ଏଥିରେ ଥିବା ଇଣ୍ଟରଫେସ୍ ଏବଂ ଫିଚର୍ସଗୁଡିକୁ ୟୁଜର୍ସ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ…

ଗାର୍ଲଫ୍ରେଣ୍ଡକୁ ହତ୍ୟା ପରେ ହ୍ୱାଟ୍ସଆପ ଷ୍ଟାଟସରେ ମୃତଦେହର ଫଟୋ ସେୟାର କଲା ପ୍ରେମିକ

ଦିନକୁ ଦିନ ଲୋକମାନେ ଅତି ହିଂସ୍ର ପାଲଟି ଯାଉଛନ୍ତି । ଏଭଳି ସବୁ କାଣ୍ଡ ରଚାଉଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଚେନ୍ନାଇରେ ଘଟିଛି ।  ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡର ହତ୍ୟା କରି ମୃତଦେହର ଫଟୋ ହ୍ୱାଟ୍ସଆପରେ ଷ୍ଟାଟସ ଦେଇଛି । ଏହି…

ସହିପାରିଲେନି ପ୍ରେମିକାର ପ୍ରତାରଣା, ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ ଜୀବନ ହାରିଲେ ଯୁବକ

ଧର୍ମଗଡ (କେନ୍ୟୁଜ): ସହି ପାରିଲେନି ପ୍ରେମରେ ଧୋକା । ସୋସିଆଲ୍‌ ମିଡିଆରେ ଷ୍ଟାଟସ୍‌ ଦେଇ ସୁଇସାଇଡ୍‌ । ହ୍ଵାଟସ୍‌ ଆପ୍‌ରେ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଅାଁ ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଧର୍ମଗଡ ଥାନା ଅଏଁଲାଯୋର ଗାଁର…

Whatsapp ୟୁଜର୍ସ ରୁହନ୍ତୁ ସାବଧାନ, ଆପଣଙ୍କ ପର୍ସନାଲ ଚାର୍ଟ ଉପରେ ଥାଇପାରେ ଏମାନଙ୍କ ନଜର, ଏହି ଟ୍ରିକରୁ ଜାଣନ୍ତୁ

ଯଦି ଆପଣ ହ୍ଵାଟସଆପ ବ୍ୟବହାର କରୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ.. ଆପଣ ଏମିତିରେ ଖୁବ ସହଜରେ ପତ୍ତା ଲଗାଇପାରିବେ ଯେ ଅନ୍ୟ କେହି ହ୍ଵାଟସଆପ୍‌ ଜରିଆରେ ଆପଣଙ୍କ ଜାସୁସି କରୁନାହାଁନ୍ତି ତ? ସାଧାରଣ ଭାବେ ଏମିତି କିଛି ହେଲେ ଆମେ ଜାଣିବା ଅସମ୍ଭବ ହୋଇଥାଏ। ପ୍ରଥମେ ତ ଚିନ୍ତା ଆସେ…

ଫୋନରେ ବାସ୍‌ କରନ୍ତୁ ଗୋଟିଏ ସେଟିଙ୍ଗ, କେହି ଦେଖିପାରିବେନି ଆପଣ କେତେବେଳେ ଅଛନ୍ତି ଅନଲାଇନ୍‌

ୟୁଜର୍ସଙ୍କ ଏକ୍ସପେରିୟନ୍ସକୁ ଆହୁରି ଖାସ୍‌ କରିବା ପାଇଁ ସମୟ ସମୟରେ ଅନେକ ନୂଆ ଫିଚର୍ସକୁ ଯୋଡିଥାଏ ହ୍ଵାଟ୍ସଆପ୍‌। ନିକଟରେ ଏହି ଆପରେ ସ୍କ୍ରୀନସଟକୁ ବ୍ଲକ କରିବାର ଫିଚର ଆସିଛି। ଏହି ଫିଚର ସାହାଯ୍ୟରେ View Once ମୋଡରେ ପଠାଯାଇଥିବା ଫଟୋର ସ୍କ୍ରୀନସଟ୍‌ କେହି ନେଇପାରିବେନାହିଁ।…

ହ୍ଵାଟସଆପ୍‌ ୟୁଜର୍ସଙ୍କ କେଉଁ ଡାଟା ଉପରେ ନଜର ରଖେ, ଜାଣନ୍ତୁ

ଇନଷ୍ଟାଣ୍ଟ ମେସେଜିଂ ଆପ୍ Whatsapp କୁ ସମସ୍ତେ ବ୍ୟବହାର କରୁଛନ୍ତି। ସମସ୍ତେ ଏହାର ସମସ୍ତ ଫିଚରର ଲାଭ ଉଠାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅନ୍ୟ ପ୍ଲାଟଫର୍ମ ପରି Whatsapp ମଧ୍ୟ ଆପଣଙ୍କ ସମସ୍ତ ସୂଚନା କୁ ଷ୍ଟୋାର କରେ । ଯଦି ଜାଣି ନାହାଁନ୍ତି ତେବେ ଜାଣନ୍ତୁ। Whatsapp ହେଉଛି ଏକ…

WhatsApp ଆଣୁଛି ନୂଆ ଫିଚର ; ବିନା ଲିଙ୍କ ଖୋଲି ମିଳିଯିବ ସବୁ ସୂଚନା

ହ୍ବାଟ୍ସଆପ୍ ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ। ମେଟାର ଏହି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ କ୍ରମାଗତ ଭାବରେ ଏହାର ୟୁଜର୍ସମାନଙ୍କ ପାଇଁ ଆକର୍ଷଣୀୟ ଫିଚର୍ ଆଣିବାକୁ ଚେଷ୍ଟା କରେ, ଯାହା ସାହାଯ୍ୟରେ ୟୁଜର୍ସମାନଙ୍କ ପାଇଁ ଆପ୍ ବ୍ୟବହାର କରିବା ସହଜ ହୁଏ। ଖବର ଅନୁଯାୟୀ,…

Whatsapp status ରେ କେମିତି ଲଗାଇବେ GIF, ଜାଣନ୍ତୁ ସଂପୂର୍ଣ୍ଣ ଷ୍ଟେପ୍‌

ୟୁଜର୍ସଙ୍କ ପାଇଁ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର ଲଞ୍ଚ କରୁଛି। ୨୦୧୭ରେ ହ୍ଵାଟସଆପ୍‌ ଇନଷ୍ଟାଗ୍ରାମ ଷ୍ଟୋରିଜ ଭଳି ଷ୍ଟାଟସ ଅପଡେଟ୍‌ ପିଚର ଆଣିଥିଲା। ଏହି ଫିଚର ଅନ୍ୟ ୟୁଜର୍ସଙ୍କ ସହିତ ଟେକ୍ସଟ୍‌, ଫଟୋ, ଭିଡିଓ ସେୟାର କରିବାର ସୁବିଧା ଦେଇଥାଏ। ଅପଡେଟ୍‌ ଆଣ୍ଡ ଟୁ ଆଣ୍ଡ…

ସ୍କ୍ରିନସଟ୍ ନେବା ଦରକାର ନାହିଁ, ଏମିତି ଡାଉନଲୋଡ୍ କରନ୍ତୁ ସାଙ୍ଗ ମାନଙ୍କ WhatsApp Status

ହ୍ୱାଟସଆପ୍ ରେ ଷ୍ଟାଟସ୍ ଫିଚର୍ କିଛି ବର୍ଷ ତଳେ ହିଁ ଲଞ୍ଚ କରିଥିଲା । ହ୍ୱାଟସଆପ୍ ଷ୍ଟାଟସ୍ ରେ ୟୁଜର୍ସ ମାନେ ଫଟୋ, ଭିଡିଓ ଏବଂ ଟେଷ୍ଟ୍ ସେୟାର୍ କରିପାରୁଛନ୍ତି । ଏହା ୨୪ ଘଣ୍ଟା ପରେ ଡିଲିଟ୍ ହୋଇଯାଇଥାଏ । ଏହି ଫିଚର୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଷ୍ଟୋରୀକୁ ଆସିଛି । କିନ୍ତୁ…

କାହାର ବି ହ୍ଵାଟସ୍‌ଆପ ଷ୍ଟାଟସ୍‌କୁ ଏମିତି ଚୁଟକିରେ କରନ୍ତୁ ଡାଉନଲୋଡ୍‌, ଜାଣନ୍ତୁ ଟ୍ରିକ୍ସ

ହ୍ଵାଟସ୍‌ଆପ ଷ୍ଟାଟସ୍‌ ଫିଚର ଜରିଆରେ ୟୁଜର୍ସ ହ୍ଵାଟସ୍‌ଆପରେ ଫଟୋ ଏବଂ ଭିଡିଓ ଶେୟାର କରିଥାଆନ୍ତି। କିନ୍ତୁ ଏହା ୨୪ ଘଣ୍ଟାରେ ଆପେ ଗାଏବ ହୋଇଯାଇଥାଏ। ଯଦିଓ ହ୍ଵାଟସ୍‌ଆପ ଏ ପର୍ଯ୍ୟନ୍ତ ସେମିତି କିଛି ଫିଚର ଲଞ୍ଚ୍‌ କରିନି, ଯଦ୍ଦ୍ଵାରା କି, ଷ୍ଟାଟସ୍‌କୁ ଡାଉନଲୋଡ କରାଯାଇ ପାରିବ। କିନ୍ତୁ…

ପ୍ରାଇଭେସି ପଲିସି ଉପରେ ନାରାଜ ହେବା ପରେ ୟୁଜର୍ସଙ୍କୁ ଷ୍ଟାଟସ୍ ପଠାଉଛି ହ୍ବାଟସଆପ୍, ଆପଣ ଚେକ୍ କରିନିଅନ୍ତୁ ଷ୍ଟାଟସ୍

ହ୍ବାଟସଆପ୍ ପ୍ରାଇଭେସି ପଲିସିକୁ ନେଇ ବିବାଦ ଆସିବା ପରେ ହ୍ବାଟସଆପ୍ ୩ ମାସ ପାଇଁ ପ୍ରାଇଭେସି ପଲିସିକୁ ସ୍ଥଗିତ ରଖିଛି। ଏହା ପରେ ହ୍ବାଟସଆପ୍ ଦେଉଛି ଷ୍ଟାଟସ୍ । ନିଜ ୟୁଜର୍ସଙ୍କ ପାଖରେ ପହଞ୍ଚିବା ପାଇଁ ହ୍ବାଟସଆପ୍ ଏପରି ସ୍ପଷ୍ଟୀକରଣ ଦେଉଛି। ଏବେ ସମସ୍ତଙ୍କୁ ହ୍ଵାଟସଆପ୍‌ ନିଜ ଷ୍ଟାଟସ…

ହ୍ଵାଟ୍ସଆପ୍‌ରେ ଏମିତି Secretly ଦେଖନ୍ତୁ କାହାର ବି ଷ୍ଟାଟସ୍‌, ଟିକେ ବି ତାଙ୍କୁ ଲାଗିବନି ପତ୍ତା

ହ୍ଵାଟ୍ସଆପ୍‌ ୨୦୧୮ରେ ଷ୍ଟାଟସ୍‌ ଫିଚରକୁ ଲଞ୍ଚ୍‌ କରିଥିଲା । ଏହି ଫିଚର ଆରମ୍ଭ ହୋଇଥିବାବେଳେ ଏହାକୁ ବହୁତ କମ୍‌ ପସନ୍ଦ କରାଯାଉଥିଲା । କିନ୍ତୁ ପରେ ପରେ ଏହା ନିଜର ଫିଲିଙ୍ଗସକୁ ସେୟାର କରିବାର ସବୁଠାରୁ ବଡ଼ ଜରିଆ ହୋଇଯାଇଛି। ଯେଉଁଠି ଫଟୋ, ଭିଡିଓ ଏବଂ ଟେକ୍ସଟ ଜରିଆରେ ନିଜର ଫିଲିଙ୍ଗସକୁ…