Browsing Tag

whatsapp user

ହ୍ଵାଟସ୍‌ଆପ ୟୁଜରଙ୍କୁ ଲାଗିଲା ବଡ଼ ଝଟକା! କମ୍ପାନୀ ବ୍ୟାନ୍‌ କଲା ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ, ଜାଣନ୍ତୁ କାରଣ

ହ୍ଵାଟସ୍‌ଆପ ନିକଟରେ ଭାରତୀୟ ୟୁଜରମାନଙ୍କୁ ବଡ଼ ଝଟକା ଦେଇ ଏକ ସାଥୀରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରି ଦେଇଛି। ସୁରକ୍ଷା କାରଣରୁ କମ୍ପାନୀ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟାନ୍‌ କରିଛି। କହି ରଖୁଛୁ, ହ୍ଵାଟସ୍‌ଆପ ଏବେ ନୂଆ ଆଇଟି ନିୟମ ଅନୁପାଳନ କରୁଛି ଏବଂ ଏହି କ୍ରମରେ କମ୍ପାନୀ…

ଆପଣଙ୍କ ପ୍ରିୟ ଲୋକ ହ୍ବାଟସଆପରେ ଅନଲାଇନ ଅଛନ୍ତି ନା ନାହିଁ ବିନା ଆପ୍ ଖୋଲି ଜାଣିପାରିବେ, ଜାଣନ୍ତୁ ସହଜ ଟ୍ରିକ

ହ୍ବାଟସଆପ୍ ଆଜିକାଲି ସମସ୍ତଙ୍କ ଜୀବନକୁ ସହଜ କରିଦେଇଛି। ତେଣୁ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା କେଉଁ ଲୋକ ଅନଲାଇନରେ ରହିଛନ୍ତି, ତାହା ଜାଣିବାକୁ ଆପଣ ହ୍ବାଟସଆପ୍ ଯାଇ ଚେକ୍ କରନ୍ତି। ଏଥିପାଇଁ ଆପଣଙ୍କୁ ଆପ୍ ଖୋଲିବାକୁ ପଡିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ୍ ଟ୍ରିକ…