Browsing Tag

whatsapp web

ଆପଣ କରୁଛନ୍ତି କି ଓ୍ଵାର୍କ ଫ୍ରମ୍‌ ହୋମ୍‌, ତେବେ ଜାଣନ୍ତୁ  Whatsapp Web ର ଏହି ଫିଚର୍ସ ବିଷୟରେ

କରୋନା ମହାମାରୀ ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଠାରୁ ଘରେ ବସି କାମ କରାଉଛି। ଏହି ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲୁଥିବାରୁ ଅଫିସ ମିଟିଂ ଏବଂ କାମ ବର୍ତ୍ତମାନ ହ୍ଵାଟ୍ସଆପ୍‌ ଗ୍ରୁପ୍‌ ରେ ଅଧିକ କରାଯାଉଛି। ଏନେଇ ଏବେ Whatsapp Web ର ବ୍ୟବହାର ବଢିବାରେ ଲାଗିଛି। ସୂଚନା ମୁତାବକ…

ହ୍ଵାଟସଆପ୍‌ ୱେବ୍ ପାଇଁ ଖୁବଶୀଘ୍ର ଆସୁଛି ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟି ଫିଚର, ଏମିତି କରିବ କାମ

Whatsapp ଆପଣ ଡେସ୍କଟପ୍‌ରେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ ଏବଂ ଆଇଓଏସରେ ହ୍ଵାଟସଆପ୍‌କୁ ଲକ୍‌ କରିବାର ଫିଚର ମିଳିଥିଲା କିନ୍ତୁ ଏବେ ହ୍ଵାଟସଆପ୍‌ ୱେବରେ ମଧ୍ୟ କରିପାରିବେ। ଏବେ ଏହି ଫିଚର ଫାଇନାଲ ବିଲ୍ଡଅପ୍‌ ହୋଇନାହିଁ। ଏବେ ଏହା…

ଏବେ ହ୍ଵାଟ୍ସଆପ୍‌ ୱେବ୍‌ରେ ବି କରିପାରିବେ ଅଡିଓ ଓ ଭିଡିଓ କଲ୍‌, ଖୁବ୍‌ଶୀଘ୍ର ଆସୁଛି ନୂଆ ଫିଚର

ଓ୍ଵାର୍କ ଫ୍ରମ୍‌ ହୋମ୍‌ ବେଳେ ହ୍ଵାଟ୍ସଆପ୍‌ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି। ଏହାକୁ ବ୍ୟବହାର କରିବା ସୁବିଧା ତଥା ସହଜ ହୋଇଥିବାରୁ ସମସ୍ତେ ହ୍ଵାଟ୍ସଆପ୍‌ ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ ବେଳେବେଳେ କେବଳ ମେସେଜ୍‌ ପଠାଇଲେ ହୁଏନି ସହକର୍ମୀଙ୍କୁ କଲ କରିବାକୁ ବି ପଡ଼ିଥାଏ। କଲ…