ଏଣିକି WhatsAppରେ ହେବ ସ୍କ୍ରିନ ସେୟାରିଂ, ମିଳିବ Google Meet ପରି ସୁବିଧା
କେନ୍ୟୁଜ୍(ବ୍ୟୁରୋ): ଇନଷ୍ଟାଣ୍ଟ ମେସେଜିଂ ଆପ୍ଳିକେସନ WhatsApp ପୂର୍ବରୁ ଭିଡିଓ କଲିଂର ସେବା ଜାରି ରଖିଛି । ଏଥିରେ ହାଇ କ୍ୱାଲିଟି ଭିଡିଓ କଲ କରି ଆମେ ଆମର ପ୍ରିୟଜନଙ୍କ ସହ କଥା ହୋଇ ପାରୁଛେ । ସେମାନେ ଦୂରରେ ରହିଥିଲେ ବି ଆମେ ତାଙ୍କୁ ଭର୍ଚୁଆଲରେ ପାଖରେ ପାଇ ପାରୁଛେ । ଭିଡିଓ କଲ…