ମଇଦା ନୁହେଁ, ଖାଆନ୍ତୁ ଗହମ ପାସ୍ତା; ମିଳିବ ଅଜବ ପ୍ରକାରର ସ୍ୱାସ୍ଥ୍ୟ ଲାଭ
ପାସ୍ତା ଏମିତି ଏକ ଖାଦ୍ୟ, ଯାହା ପିଲାଙ୍କଠାରୁ ଆରମ୍ଭ କରି ବଡ଼ଙ୍କ ଯାଏ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ। ବଜାରରେ ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ପାସ୍ତାକୁ ହେଲ୍ଦି ହିସାବରେ ଗଣାଯାଏ ନାହିଁ, କାରଣ ଏହା ମଇଦାରୁ ତିଆରି ହୋଇଥାଏ। ଆଉ ମଇଦା ସ୍ୱାସ୍ଥ୍ୟ ପାଇଁ ଭଲ…