ଏହି ବାରରେ ହିଁ କାଟନ୍ତୁ ଚୁଟି ଓ ନଖ, ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସଙ୍କଟ
ଉଭୟ ପୁରୁଷ ଓ ମହିଳା ଚୁଟି କାଟିଥାନ୍ତି। କିନ୍ତୁ ଅଜାଣତରେ ଆମେ ବେଳେବେଳେ ଭୁଲ ବାରରେ ଚୁଟି କାଟିଥାଉ, ଯାହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼େ। ଶାସ୍ତ୍ରାନୁସାରେ କେତେକ ବାରରେ ଚୁଟି କାଟିବାକୁ ବାରଣ କରାଯାଇଛି। ଏହି ସବୁ ବାରରେ ଚୁଟି କାଟିବା ଦ୍ୱାରା ମହାଲକ୍ଷ୍ମୀ ଅସନ୍ତୁଷ୍ଟ…