Browsing Tag

Whisky bio butanol

ଏବେ ପେଟ୍ରୋଲ-ଡିଜେଲରେ ନୁହେଁ ବରଂ ହ୍ଵିସ୍କିରେ ଚାଲିବ କାର, ଟେଷ୍ଟିଂ ହେଲା ସଫଳ 

ଏବେ ଦୁନିଆରେ ପେଟ୍ରୋଲ ଓ ଡିଜେଲର ଲଗାତାର ଦାମ୍‌ ବୃଦ୍ଧିକୁ ନେଇ ଲୋକ ଚିନ୍ତାରେ ପଡିଛନ୍ତି। ଏବେ ପ୍ରାୟ ସମସ୍ତେ ଏହାର ବିକଳ୍ପକୁ ଖୋଜିବାରେ ବ୍ୟସ୍ତ।  ବିକଳ୍ପ ରୂପେ ଏବେ ହ୍ଵିସ୍କିର ବ୍ୟବହାର ଉପରେ ନଜିର ପକାଯାଇଛି। ଆପଣ ଭାବୁଥିବେ ପେଟ୍ରୋଲ ଡିଜେଲର ବିକଳ୍ପ ହ୍ଵିସ୍କି କିପରି ହୋଇପାରେ?…