Browsing Tag

white crocodile

ଭିତରକନିକା ପାଇଁ ଖୁସି ଖବର, ଦେଖା ଦେଇଛି ଆଉ ଏକ ଧଳା କୁମ୍ଭୀର

ଗୋରୀ ଓ ମଲ୍ଲୀ ପରେ ଶୋଭା ବଢାଇବ ଆଉ ଏକ ଧଳା କୁମ୍ଭୀର । ଯାହାର ନାଁ ସୁନ୍ଦରୀ ରଖିବାକୁ ଦାବି ହୋଇଛି । ଭିତରକନିକାରେ ପୁଣି ଏକ ଧଳା କୁମ୍ଭୀରକୁ ନେଇ ପରିବେଶବିତ୍ ଖୁସି ପ୍ରକାଶ କରିଛନ୍ତି । ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ଏବେ ସଂଚାର ହୋଇଛି ନୂତନ ଆଶା । ବିରଳ ବଉଳା କୁମ୍ଭୀରର ବଂଶ ବୃଦ୍ଧି…

ବିରଳ ଧଳା କୁମ୍ଭୀର ବଂଶ ବୃଦ୍ଧି ନେଇ ଆଶଙ୍କା, ଗୌରୀ ପରେ ମଲ୍ଲୀର ମାତୃତ୍ୱକୁ ନେଇ ଅନିଶ୍ଚିତତା

ଭିତରକନିକା ଜାତୀୟ ଉଦ୍ୟାନ । ଏଠିକା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଯେତିକି ମୁଗ୍ଧ କରେ ଧଳା କୁମ୍ଭୀର ସେତିକି ଆକର୍ଷିତ କରିଥାଏ । ଧଳା କୁମ୍ଭୀର ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ହେଲେ ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଧଳା କୁମ୍ଭୀର ଗୋରୀ ଦୀର୍ଘ ୪୪…