ଧଳା କେଶକୁ କଳା କରିବା ପାଇଁ ବ୍ଲାକ୍ କଫି ଏକ ଭଲ ଉପାୟ, ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ
ଆଜିକାଲି କେଶ ଧଳା ହୋଇଯିବା ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ଅଳ୍ପ ବୟସରେ ଧଳା କେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ବଜାରରେ କେଶକୁ କଳା କରିବା ପାଇଁ କେମିକାଲ୍ କଲର ମଧ୍ୟ ଉପଲବ୍ଧ ହେଉଛି । ତେବେ ଏହି କଲର ଯୋଗୁ ଧଳା କେଶ କଳା ହୋଇଯାଏ, କିନ୍ତୁ ଏପରି…