ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ ହାଉସ ଗେଟ୍କୁ ପିଟିଲା କାର, ଡ୍ରାଇଭର ଗିରଫ
ଆମେରିକାର ରାଷ୍ଟ୍ରପତି ବାସଭବନ ହ୍ୱାଇଟ ହାଉସ ସୁରକ୍ଷାରେ ବଡ ତ୍ରୁଟି । ଭାରସାମ୍ୟ ହରାଇ ଏକ କାର୍ ହ୍ୱାଇଟ ହାଉସର ଫାଟକକୁ ଧକ୍କା ଦେଇଛି । ହ୍ୱାଇଟ ହାଉସର ବାହାର ଫାଟକରେ ଏହି କାରଟି ପିଟି ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସମୟ ସନ୍ଧ୍ୟା ୬ଟାରେ ଏଭଳି ଘଟଣା ଘଟିଛି । କାର୍ ଡ୍ରାଇଭରକୁ…