ହ୍ଵାଇଟ୍ ହାଉସ୍ ଯାଏଁ ପହଞ୍ଚିଲା ବିକ୍ଷୋଭ, ସୁରକ୍ଷା ଦୃଷ୍ଟିରୁ ବଙ୍କରରେ ରହିଲେ ରାଷ୍ଟ୍ରପତି ଟ୍ରମ୍ପ୍
ଶୁକ୍ରବାର ରାତିରେ ହ୍ଵାଇଟ୍ ହାଉସ୍ ସାମ୍ନାରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କୁ ବଙ୍କରରେ ଲୁଚାଇଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୁଇନ୍ଦା ଏଜେଣ୍ଟମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରମ୍ପ ପ୍ରାୟ ଘଣ୍ଟାଏ କାଳ ବଙ୍କର ମଧ୍ୟରେ ଅତିବାହିତ…