Browsing Tag

WHO on Corona

ଲମ୍ବା ସମୟ ଧରି କାମ କରିବା ଶରୀର ପାଇଁ ହୋଇଥାଏ ବେଶ କ୍ଷତିକାରକ, ରିପୋର୍ଟରୁ ପ୍ରକାଶ

ଅଧିକ ସମୟ ଧରି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । କରୋନା କାଳରେ ଏହି ରିପୋର୍ଟ ବିଷୟରେ ଜାଣିବା ମଧ୍ୟ ଖୁବ ଜରୁରୀ ହୋଇପଡିଛି । ଘରେ କାମ କରୁଥିବା କାରଣରୁ କାମ ସମୟରେ ଲୋକଙ୍କ…

କରୋନା ଟିକା ନେବାକୁ ଆଉ ଦରକାର ପଡ଼ିବନି ଛୁଞ୍ଚି, ଖୁବ୍‌ଶୀଘ୍ର ଆସୁଛି ନୂଆ ଭ୍ୟାକ୍‌ସିନ୍‌

କରୋନା ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, କରୋନାର ନୂଆ ତଥା ଉନ୍ନତମାନର ଭ୍ୟାକ୍‌ସିନ୍‌ ଖୁବ୍‌ଶୀଘ୍ର ମାର୍କେଟକୁ ଆସୁଛି। ଏହାର ବିଶେଷତ୍ୱ ହେଉଛି, ଏହାକୁ ନେବା ପାଇଁ ଛୁଞ୍ଚିର ଆବଶ୍ୟକତା ପଡ଼ିବ ନାହିଁ।…

ଚେତାବନୀ ଦେଲା WHO, ଚଳିତବର୍ଷ ଶେଷ ସୁଦ୍ଧା ବି ବିନାଶ ହେବ ନାହିଁ କରୋନା ମହାମାରୀ !

କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଲୋକଙ୍କୁ ଚେତାବନୀ ଦେଇଛି। ଏହା କହିଛି ଯେ ଏବେ କରୋନା ଯାଉନି। ଏହା କହିବା ଭୁଲ୍‌ ହେବ କି, ୨୦୨୧ ଶେଷ ଆଡ଼କୁ ମହାମାରୀ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇଯିବ। WHO ହେଲ୍‌ଥ ଇମରଜେନ୍ସି ପ୍ରୋଗ୍ରାମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା.…

ଖୁସି ଖବର! ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍‌ ସିଗ୍‌ନାଲ

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର ଭ୍ୟାକ୍‌ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏହି ଭ୍ୟାକ୍‌ସିନ୍‌ ୬୫ ବର୍ଷ କିମ୍ବା ତା’ଠୁ ଊର୍ଦ୍ଧ୍ୱ…

କରୋନାକୁ ମାତ୍‌ ଦେବା ଉପାୟ କହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ, ସମସ୍ତେ ମାନିବାକୁ ଦେଲେ ଆହ୍ଵାନ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟ୍ରେଡୋସ ଅଧନୋମ ଘେବ୍ରେୟସସ ସାରା ପୃଥିବୀକୁ ଏକାଠି ହୋଇ କରୋନା ସହ ଲଢ଼ିବାକୁ ଆହ୍ଵାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଏକତା ହିଁ କରୋନା ଭାଇରସକୁ ପରାଜିତ କରିପାରିବ। କରୋନାକୁ ମାତ୍‌ ଦେବାକୁ ଏକତା ହିଁ ଏକମାତ୍ର ରାମବାଣ ବୋଲି ସେ…

କରୋନାକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ, ଆଉ କିଛି କର; ଏଭଳି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କେବଳ ଲକ୍‌ଡାଉନ୍‌ କରି ଦେଲେ କରୋନା ଠାରୁ ଜିତି ହେବ ନାହିଁ । ଏଥିପାଇଁ ଆଉ କିଛି ଉପାୟ ମଧ୍ୟ କରିବାକୁ ହେବ । ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (who) ର ମହାନିର୍ଦ୍ଦେଶକ ଟେଡରସ୍‌ ଏଡମନ୍‌ ଗ୍ରିବେସେସ୍‌ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କରୋନା ଭାଇରସ୍‌ ଠାରୁ…

ଯୁବପିଢିଙ୍କୁ WHOର ଚେତାବନୀ, ଭ୍ରମରେ ରୁହନ୍ତୁ ନାହିଁ ବୟସ୍କଙ୍କ ଭଳି ଆପଣଙ୍କ ଜୀବନ ମଧ୍ୟ ବିପଦରେ

କରୋନା ପାଇଁ ସାରା ଦୁନିଆରେ ପ୍ରାୟ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ତେବେ କରୋନା ଯୋଗୁଁ ବୃଦ୍ଧି ପାଉଥିବା ମୃତ୍ୟୁସଂଖ୍ୟା ଦେଖି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସାରା ଦୁନିଆର ଯୁବପିଢ଼ିଙ୍କ ପାଇଁ କିଛି ବାର୍ତ୍ତା ଦେଇଛି । WHO ଯୁବପିଢ଼ିକୁ ସତର୍କ କରିବା ସହିତ କହିଛି ଯେ କରୋନା…