ସ୍ୱାମୀ ଖାଦ୍ୟରେ ଋତୁସ୍ରାବ ରକ୍ତ ମିଶାଇଲା ସ୍ତ୍ରୀ, ଟପିଲା ଅଭଦ୍ରାମୀର ସବୁ ସୀମା
ସ୍ୱାମୀ ଖାଦ୍ୟରେ ଋତୁସ୍ରାବ ରକ୍ତ ମିଶାଇଲା ପତ୍ନୀ। ସ୍ୱାମୀ ଉପରେ ରାଗି ତାଙ୍କ ଖାଦ୍ୟରେ ନିଜ ପିରିୟଡ୍ସ ରକ୍ତ ମିଶାଇ ଦେଇଛି ସ୍ତ୍ରୀ। ଏହା ଯୋଗୁ ସ୍ୱାମୀର ଶରୀର ଭିତରେ ସଂକ୍ରମଣ ହୋଇଛି। ଡାକ୍ତର ବିଭିନ୍ନ ଚେକ୍ଅପ୍ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ଯାହା ଶୁଣି ସ୍ୱାମୀ…