ଉଇକିଆଳିଙ୍କ ଉଇକିମାନିଆ, ଖୋଲା ଜ୍ଞାନ ନିମନ୍ତେ ସଭିଏଁ ଏକାଠି
ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱରରେ ଆଜି ଓଡ଼ିଆ ଉଇକିଆଳିଙ୍କ ପକ୍ଷରୁ ଉଇକିମାନିଆ, ଭୁବନେଶ୍ୱର ମେଳଣ ଉଦ୍ଘାଟିତ ହୋଇ ଯାଇଛି । ଏହି ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଇକିମିଡିଆ ଫାଉଣ୍ଡେସନ୍ର…