Browsing Tag

wild elephant terror

ରାଜଧାନୀର ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ, ସିସିଟିଭିରେ କଏଦ ହେଲା ଚିତ୍ର

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବୁଲୁଛି ହାତୀ । ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ । ରାତି ଅଧରେ ପଶି ଭାଙ୍ଗିଲା ପାଚେରୀ । ସିସିଟିଭିରେ କଏଦ ହୋଇଛି ଚିତ୍ର। ଗତକାଲି ରାତିରେ ହାତୀଟି କଲୋନୀରେ ପଶି ଗେଟ୍‌କୁ ହଲାଇଥିଲା । ଶବ୍ଦ ଶୁଣି ଲୋକେ ଘରୁ ବାହାରି ଦେଖିବାରୁ…

କେନ୍ଦୁଝର ଓ ମୟୁରଭଞ୍ଜରେ ଥମୁନି ହାତୀ ଆତଙ୍କ: ରାତିରେ ଗାଁରେ ପଶି କରୁଛନ୍ତି ଫସଲ ନଷ୍ଟ, ବର୍ଷ ତମାମ ଅଞ୍ଚଳବାସୀ…

ଆନନ୍ଦପୁର/ବାରିପଦା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ପଶିଲେ ହାତୀପଲ । ପଲରେ ୨୦ଟି ହାତୀ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜରୁ ଆସି ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍‌କୁ ପ୍ରବେଶ କରିଥିଲେ । ଦିନବେଳା ଜଙ୍ଗଲରେ ରହୁଥିବାବେଳେ ରାତିରେ ଗାଁରେ ପଶି ଫସଲ ନଷ୍ଟ…

କରଞ୍ଜିଆ : ଗାଁ ପାଖରେ ବୁଲୁଛନ୍ତି ୧୮ ହାତୀ, ଭୟ ରହିଛି ତଥାପି ଦେଖିବାକୁ ଲୋକଙ୍କ ଭିଡ଼

କରଞ୍ଜିଆ (କେନ୍ଯୁଜ୍): କିଛି ଦିନ ନିରବତା ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ବାହୁଡିଛନ୍ତି ୧୮ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ବୈତରଣୀ ନଦୀ ପାର ହୋଇ କେନ୍ଦୁଝର ପଡ଼ୋଶୀ ଜିଲ୍ଲା କେନ୍ଦୁଝର ପଟୁ ଆସିଛନ୍ତି । ପ୍ରଥମେ ଏମାନେ ଆଦିପୁର, ସିଲିମାପୋଶି, ପନିଷି ଗାଁ ପରେ ପାର୍ବତୀପୁର…

ଭଦ୍ରକ ବନ୍ତ ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ତାଟି କବାଟ ଦେଇ ଘରେ ରହିଛନ୍ତି ଲୋକେ

ଭଦ୍ରକ: ଗାଁ ମୁହାଁ ହାତୀପଲ । ଭଦ୍ରକ ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଆତଙ୍କ, ଭୟରେ ଗ୍ରାମବାସୀ। ଭଦ୍ରକ ବନ୍ତ ଥାନା ଗଣିଜାଙ୍ଗ ପଞ୍ଚାୟତରେ ହାତୀ ଭୟରେ ଗାଁରେ ତାଟି କବାଟ ପଡିଛି । ଗତକାଲି ରାତିରୁ ଗୋଟିଏ ହାତୀ ଆସି ଗଣିଜାଙ୍ଗ ପଞ୍ଚାୟତ ବଗଦା ଶାସନ ଗାଁରେ ପଶିଛି। ହାତୀଟିକୁ…

ଚମ୍ପୁଆ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ, ଲକ୍ଷ୍ମୀପାସି ଗାଁରେ ପଶି ଭାଙ୍ଗିଲେ ଘରଦ୍ବାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ବଣୁଆ ହାତୀଙ୍କ ଉପଦ୍ରବ । ଗତକାଲି ଏକ ୧୭ ଟିକିଆ ହାତୀପଲ ମୟୁରଭଞ୍ଜ ଜିଲ୍ଲାରୁ ଆସି ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଟୁଣୁ ଟୁଣା ପାଖ ଆମ୍ବ ବଗିଚାରେ ରହି ପ୍ରତିଦିନ ବୈତରଣୀ ନଦୀ କୂଳରେ ଚାଷ ହୋଇଥିବା ଦାଲୁଆ ଧାନ…

ସୁନ୍ଦରଗଡ଼ ମହୀପାଣି ଗାଁରେ ଜଙ୍ଗଲୀ ହାତୀର ଉପଦ୍ରବ: ଧାନ ଚାଉଳକୁ ନଷ୍ଟ କରିବା ସହିତ ଭାଙ୍ଗିଲା ଘରଦ୍ବାର

ସୁନ୍ଦରଗଡ଼: ଦନ୍ତାହାତୀ ଆତଙ୍କ। ଗାଁରେ ପଶି ଭାଙ୍ଗିଲା ଘରଦ୍ୱାର। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ମହୀପାଣି ଗାଁରେ ଜଙ୍ଗଲୀ ହାତୀ ପଶି ଘରଦ୍ୱାର ଭାଙ୍ଗିଥିବା ଜଣାପଡିଛି। ବିଳମ୍ବିତ ରାତିରେ ରେଳବାଇ ବିଭାଗର ଏକ ଟିମ୍‌ ହାତୀ ପଲଙ୍କୁ ଘଉଡାଇବା ବେଳେ ଗୋଟିଏ ଦାନ୍ତାହାତୀ ମହିପାଣି ଗାଁ…

ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀର ଆତଙ୍କ, ପାଚେରୀ ଭାଙ୍ଗିବା ସହିତ ଖେଳାଉଛି ଭୟର ବାତାବରଣ

ଭୁବନେଶ୍ୱର: ରାଜଧାନୀ ମୁହାଁ ହାତୀ । ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀ ପଶି ଲୋକଙ୍କ ପାଚେରୀ ଭାଙ୍ଗି ଦେଇଥିବା ଖବର ସାମନାକୁ ଆସିଛି । ଯାହାଫଳରେ ଲୋକେ ଘରୁ ନବାହାରି ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ତେବେ…