ରାଜଧାନୀର ଭରତପୁର ସମ ହସ୍ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ, ସିସିଟିଭିରେ କଏଦ ହେଲା ଚିତ୍ର
ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବୁଲୁଛି ହାତୀ । ଭରତପୁର ସମ ହସ୍ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ । ରାତି ଅଧରେ ପଶି ଭାଙ୍ଗିଲା ପାଚେରୀ । ସିସିଟିଭିରେ କଏଦ ହୋଇଛି ଚିତ୍ର। ଗତକାଲି ରାତିରେ ହାତୀଟି କଲୋନୀରେ ପଶି ଗେଟ୍କୁ ହଲାଇଥିଲା ।
ଶବ୍ଦ ଶୁଣି ଲୋକେ ଘରୁ ବାହାରି ଦେଖିବାରୁ…