Browsing Tag

wildfires rage

ଚିଲ୍ଲିର ଅନେକ ସହରରେ ଜଙ୍ଗଲ ନିଆଁ, ୧୯ ଜୀବନ ଯିବା ପରେ ଜରୁରୀ ଘୋଷଣା

ଚିଲ୍ଲି : ଦକ୍ଷିଣ ଆଫ୍ରିକା ଚିଲ୍ଲି ଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଫଳରେ ଏମରଜେନ୍ସୀ ଘୋଷଣା କରାଯାଇଛି । ନିଆଁ ଅନିୟନ୍ତ୍ରିତ ହୋଇ ଦକ୍ଷିଣ ଚିଲ୍ଲି ସମୁଦାୟ ଜାଳିପୋଡ଼ି ପାଉଁଶ କରିଦେଇଛି । ଜଙ୍ଗଲରେ ଆଖପାଖ ଅଞ୍ଚଳରେ ନିଆଁ ଲାଗି ସବୁ ପାଉଁଶ ହୋଇଛି । ନିଆଁରେ ଅତି କମରେ ୧୯ ଜଣଙ୍କ ଜୀବନ…

ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ତାତି ଅନୁଭୂତ

ବୌଦ୍ଧ:   ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ ।  ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ  ।  ଗତ ଦୁଇଦିନ ହେଲା ଜଳୁଛି ଜଙ୍ଗଲ ।  ବ୍ୟାପକ ବୃକ୍ଷ ନଷ୍ଟ ହୋଇଗଲାଣି ।  ଜଙ୍ଗଲରେ ନିଆଁ ଲାଗିବା ହେତୁ ଆଖପାଖ ଅଞ୍ଚଳରେ ତାତି ଅନୁଭୁତ…

ଅନିୟନ୍ତ୍ରିତ ଜଙ୍ଗଲ ନିଆଁକୁ କିପରି ଲିଭାଯାଏ? ଜାଣନ୍ତୁ କାହିଁକି ଏତେ ସମୟ ଲାଗେ

ଆମେରିକାର ସବୁଠାରୁ ଜନବହୁଳ କାଉଣ୍ଟି ଲସ୍ ଆଞ୍ଜେଲସରେ ଜଙ୍ଗଲରେ ଅଗ୍ନିକାଣ୍ଡ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରବଳ ପବନ ହେତୁ ଏହି ଅଗ୍ନି ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି । କିନ୍ତୁ ଆପଣ ଜାଣନ୍ତି କି ଜଙ୍ଗଲରେ ନିଆଁ କିପରି ଲିଭାଯାଏ ଏବଂ ସେଗୁଡିକ କିପରି ନିୟନ୍ତ୍ରିତ ହେଇଥାଏ? ଆଜି…

କାଲିଫର୍ଣ୍ଣିଆରେ ଭୟଙ୍କର ବ୍ୟାପୁଛି ଜଙ୍ଗଲ ନିଆଁ: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ବାସଚ୍ୟୁତ ହେଲେଣି ୨ ଲକ୍ଷ ଲୋକ

କାଲିଫର୍ଣ୍ଣିଆରେ ଅଗ୍ନି ବିପର୍ଯ୍ୟୟ ଭୟଙ୍କର ହେଉଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ବଢ଼ୁଛି ଲସ୍ ଏଞ୍ଜେଲସ୍ ପାଇଁ ଅଗ୍ନି ବିପତ୍ତି । ଜୁନୁଆରୀ ୭ରେ ଆରମ୍ଭ ହୋଇଥିଲା ଜଙ୍ଗଲ ନିଆଁ । ଏବେ ୩୬ ହଜାର ଏକର ଜଙ୍ଗଲକୁ ଜାଳି ପୋଡି ପାଉଁଶ କରି ଦେଲାଣି । ଗୋଟିଏ ପରେ ଗୋଟିଏ…