କ୍ୟାବ୍ ଭଡା କରୁଥିବା ଲୋକଙ୍କୁ ଲାଗିବ ଝଟ୍କା! ତିନି ଗୁଣା ବଢିବ ଭଡାଯାତ୍ରା
Ola, Uber ଏବଂ ଅନ୍ୟ କ୍ୟାବ୍ ନିଜର ଯାତ୍ରା ଭଡା ତିନି ଗୁଣା ବଢାଇପାରନ୍ତି। ନୂଆ ମୋଟର ଯାନ ସଂଶୋଧନ ଆଇନରେ କେନ୍ଦ୍ର ସରକାର କ୍ୟାବ୍ ଏଗ୍ରିଗେର୍ଟସକୁ ନିଜର ସର୍ଜ ପ୍ରୋସେସିଂକୁ ସଂଶୋଧିତ କରିବା ଏବଂ ଭଡା ବଢାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ କ୍ୟାବ୍…