Browsing Tag

wine

ଦୋକାନ ବନ୍ଦ ସତ୍ତ୍ୱେ ଦୁଇ ସପ୍ତାହରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ, ୨୮ ତାରିଖରେ ସର୍ବାଧିକ ବିକ୍ରି

ଭୁବନେଶ୍ବର: ଲକଡାଉନରେ ବନ୍ଦ ରହିଛି ମଦ ଦୋକାନ । ଅନଲାଇନରେ ଚାଲିଛି ଧୂମ କାରବାର । ମଦ ଦୋକାନ ବନ୍ଦ ସତ୍ତ୍ୱେ ବି ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମେ ୧୭ ତାରିଖରୁ ଜୁନ ୩ ପର୍ଯ୍ୟନ୍ତ ୫୬ ହଜାର ୭୨୯ ଲିଟର ବିଦେଶୀ ମଦ, ୪୮ ହଜାର ୨୦୦ ଲିଟର ବିୟର…

ତାଳଚେର ପୋଡାଗଡ ଗାଁରେ ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା, ୨ ଥାନାରେ ଅଟକ

ତାଳଚେର : ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା । ତାଳଚେର ରେଙ୍ଗାଳି ଥାନା ପୋଡାଗଡ ଗାଁରେ ୨୦ ଟଙ୍କାର ମଦ ପାଇଁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଗାଁର ପୁରୁଣା ସାହିର ଲକ୍ଷ୍ମୀଧର ବେହେରା । ଘଟଣାର ପ୍ରାଥମିକ ତଦନ୍ତ ପରେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ।

ରାଜଧାନୀରେ ଅନଲାଇନରେ ବିକ୍ରି ହେବ ମଦ, ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ବର: ରାଜଧାନୀରେ ମିଳିବ ମଦ । ଅନଲାଇନରେ ବିକ୍ରି ହେବ ମଦ । ମଦ ବିକ୍ରୀ ପାଇଁ ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସୋମବାରରୁ ଶୁକ୍ରବାର ଯାଏ ଅନଲାଇନରେ ମଦ ବିକ୍ରୀ ପାଇଁ ମିଳିବ ଅନୁମତି । ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଅନଲାଇନ ମଦ ବ୍ୟବସାୟର ବ୍ୟବସାୟ ସମୟରେ…

ଭ୍ୟାକସିନ ନେବା ପୂର୍ବରୁ ଓ ପରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ, ରିପୋର୍ଟରେ ପ୍ରକାଶ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ଏବେ ପର୍ଯ୍ୟନ୍ତ ଅନେକ ଲୋକ ନିଜ ଜୀବନ ମଧ୍ୟ ହାରିସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । କେବଳ ଭ୍ୟାକସିନ ବାହାରିଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ଭ୍ୟାକସିନ…

ରାଜ୍ୟରେ ଆସନ୍ତାକାଲିଠୁ ଅଫ୍‌ଲାଇନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ କାଉଣ୍ଟର

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଅଫ୍‌ଲାଇନ୍‌ରେ ମିଳିବ ମଦ।  ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ବାରରେ ମଦ କିଣି ନେଇପାରିବେ ଗ୍ରାହକ । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କାଉଣ୍ଟର ଖୋଲାରହିବ । ଓ୍ଵାଇନ୍‌, ବିୟର, ଦେଶୀ ଓ ବିଦେଶ ମଦ ଗ୍ରାହକ କିଣିପାରିବେ । ଏନେଇ ଆଜି ଏକ ପ୍ରେସ୍…

ବିଶ୍ବକପ୍ ପାଇଁ ବଦଳିଲା ନିୟମ, ରାତି ୧.୩୦ ଯାଏଁ ମିଳିବ ମଦ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବାର୍‌ଗୁଡିକ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦେଶୀ ଦର୍ଶକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମଦ ଦୋକାନ ଗୁଡ଼ିକ ୧ ଟା ୩୦ ଯାଏଁ ଖୋଲା ରହିବ ନାହିଁ । ରାତି ୧୦ଟା ୩୦ରେ ବନ୍ଦ ହେବ ମଦ ଦୋକାନ । ଏହି…