କୋରାପୁଟ ପଟାଙ୍ଗିରେ ଲଙ୍କାକାଣ୍ଡ, ମଦ ଭାଟି ବନ୍ଦ ନକଲେ ମୁଣ୍ଡକାଟ କରିବାକୁ ବ୍ୟାନର
କୋରାପୁଟ (କେନ୍ୟୁଜ୍) : କୋରାପୁଟ ଜିଲ୍ଲା ପଟାଙ୍ଗୀର ଏକ ମଦ ଭାଟିରେ ଲଙ୍କାକାଣ୍ଡ । ତିନିଟି ଗାଡ଼ି ସହ ଗୋଟିଏ ଜେନେରେଟର ପୋଡ଼ି ଦିଆଯାଇଛି । ମଦ ଭାଟିର ପ୍ରବେଶ ପଥରେ ଲାଲ କପଡ଼ାରେ ମଦ ଭାଟି ବନ୍ଦ ନକଲେ ମୁଣ୍ଡକାଟ ହେବ ବୋଲି ଲେଖା ଯାଇଛି । ତେଣୁ ମାଓବାଦୀ ଏପରି ପୋଡାଜଳା କରିଥିବା ସନ୍ଦେହ…