ଅବକାରୀ ବିଭାଗ ଧରିଲା ବିପୁଳ ପରିମାଣର ଚୋରା ମଦ ଓ ପୋଚ, ହେଲେ ଅପରାଧୀ ଫେରାର
ଘଟଗାଁ (କେନ୍ୟୁଜ୍) : କେନ୍ଦୁଝର ଅବକାରୀ ବିଭାଗ ଦ୍ଵାରା ୪୦୦୦ ଲିଟର ମଦ ଜବତ କରାଯାଇଛି ଓ ୬୦୦୦ ଲିଟର ପୋଚ ନଷ୍ଟ କରାଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମରୁ କେନ୍ଦୁଝର ଅବକାରୀ ବିଭାଗ ଚଢାଉ କରି ଏହି ମଦ ଜବତ କରିବା ସହ ବିପୁଳ ପରିମାରର ପୋଚ ନଷ୍ଟ…