ରାଜ୍ୟରେ ଆସନ୍ତାକାଲିଠୁ ଅଫ୍ଲାଇନ୍ରେ ମିଳିବ ମଦ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ କାଉଣ୍ଟର
ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଅଫ୍ଲାଇନ୍ରେ ମିଳିବ ମଦ। ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ବାରରେ ମଦ କିଣି ନେଇପାରିବେ ଗ୍ରାହକ । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କାଉଣ୍ଟର ଖୋଲାରହିବ । ଓ୍ଵାଇନ୍, ବିୟର, ଦେଶୀ ଓ ବିଦେଶ ମଦ ଗ୍ରାହକ କିଣିପାରିବେ । ଏନେଇ ଆଜି ଏକ ପ୍ରେସ୍…