Browsing Tag

wine

ମଦର ଆସରରେ ମସଗୁଲ ପୋଲିସ ବାବୁ, ଫାଣ୍ଡି ପାଲଟିଛି ବାର୍‌

ଭଦ୍ରକ(କେନ୍ୟୁଜ୍): ଫାଣ୍ଡି ପାଲଟିଛି ବାର୍‌। ମଦର ଆସରରେ ମସଗୁଲ ପୋଲିସ ବାବୁ। ଫାଣ୍ଡି ଭିତରେ ତିନିଜଣ ପୋଲିସ କନଷ୍ଟେବଳ ମଦ ପିଉଥିବାର ଭିଡିଓ ଭାଇରାଲ। ମଦ ବୋତଲ ପାଖରେ ଚାଖଣା ବି ରହିଛି। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନାର କରଞ୍ଜମାଳ ଫାଣ୍ଡିର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଦୋକାନ ବନ୍ଦ ସତ୍ତ୍ୱେ ଦୁଇ ସପ୍ତାହରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ, ୨୮ ତାରିଖରେ ସର୍ବାଧିକ ବିକ୍ରି

ଭୁବନେଶ୍ବର: ଲକଡାଉନରେ ବନ୍ଦ ରହିଛି ମଦ ଦୋକାନ । ଅନଲାଇନରେ ଚାଲିଛି ଧୂମ କାରବାର । ମଦ ଦୋକାନ ବନ୍ଦ ସତ୍ତ୍ୱେ ବି ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମେ ୧୭ ତାରିଖରୁ ଜୁନ ୩ ପର୍ଯ୍ୟନ୍ତ ୫୬ ହଜାର ୭୨୯ ଲିଟର ବିଦେଶୀ ମଦ, ୪୮ ହଜାର ୨୦୦ ଲିଟର ବିୟର…

ତାଳଚେର ପୋଡାଗଡ ଗାଁରେ ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା, ୨ ଥାନାରେ ଅଟକ

ତାଳଚେର : ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା । ତାଳଚେର ରେଙ୍ଗାଳି ଥାନା ପୋଡାଗଡ ଗାଁରେ ୨୦ ଟଙ୍କାର ମଦ ପାଇଁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଗାଁର ପୁରୁଣା ସାହିର ଲକ୍ଷ୍ମୀଧର ବେହେରା । ଘଟଣାର ପ୍ରାଥମିକ ତଦନ୍ତ ପରେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଛି ।

ରାଜଧାନୀରେ ଅନଲାଇନରେ ବିକ୍ରି ହେବ ମଦ, ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ବର: ରାଜଧାନୀରେ ମିଳିବ ମଦ । ଅନଲାଇନରେ ବିକ୍ରି ହେବ ମଦ । ମଦ ବିକ୍ରୀ ପାଇଁ ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସୋମବାରରୁ ଶୁକ୍ରବାର ଯାଏ ଅନଲାଇନରେ ମଦ ବିକ୍ରୀ ପାଇଁ ମିଳିବ ଅନୁମତି । ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଅନଲାଇନ ମଦ ବ୍ୟବସାୟର ବ୍ୟବସାୟ ସମୟରେ…

ଭ୍ୟାକସିନ ନେବା ପୂର୍ବରୁ ଓ ପରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ, ରିପୋର୍ଟରେ ପ୍ରକାଶ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ଏବେ ପର୍ଯ୍ୟନ୍ତ ଅନେକ ଲୋକ ନିଜ ଜୀବନ ମଧ୍ୟ ହାରିସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । କେବଳ ଭ୍ୟାକସିନ ବାହାରିଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ଭ୍ୟାକସିନ…

ରାଜ୍ୟରେ ଆସନ୍ତାକାଲିଠୁ ଅଫ୍‌ଲାଇନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ କାଉଣ୍ଟର

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଅଫ୍‌ଲାଇନ୍‌ରେ ମିଳିବ ମଦ।  ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ବାରରେ ମଦ କିଣି ନେଇପାରିବେ ଗ୍ରାହକ । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କାଉଣ୍ଟର ଖୋଲାରହିବ । ଓ୍ଵାଇନ୍‌, ବିୟର, ଦେଶୀ ଓ ବିଦେଶ ମଦ ଗ୍ରାହକ କିଣିପାରିବେ । ଏନେଇ ଆଜି ଏକ ପ୍ରେସ୍…

ବିଶ୍ବକପ୍ ପାଇଁ ବଦଳିଲା ନିୟମ, ରାତି ୧.୩୦ ଯାଏଁ ମିଳିବ ମଦ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବାର୍‌ଗୁଡିକ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦେଶୀ ଦର୍ଶକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମଦ ଦୋକାନ ଗୁଡ଼ିକ ୧ ଟା ୩୦ ଯାଏଁ ଖୋଲା ରହିବ ନାହିଁ । ରାତି ୧୦ଟା ୩୦ରେ ବନ୍ଦ ହେବ ମଦ ଦୋକାନ । ଏହି…