ହାଡ଼ ଭଙ୍ଗା ଶୀତରେ ଥୁରୁ ଥୁରୁ ଓଡ଼ିଶା, ଆଉ ଦୁଇ ଦିନ ଜାରି ରହିବ
କେନ୍ୟୁଜ (ବ୍ୟୁରୋ): ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ସାଙ୍ଗକୁ କୁହୁଡ଼ି ଜନଜୀବନ କଲବଲ କରିପକାଉଛି । ଶିମିଳିପାଳ, ବଣାଇ, ଦାରିଙ୍ଗିବାଡ଼ ଓ କୋରାପୁଟର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଆଜି ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳକୁ ୟେଲୋ…