Browsing Tag

winter in odisha

୩ଦିନ ହେବ ଅନୁଭୂତ ହେଉଛି ହାଲ୍‌କା ଶୀତ,୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ

କେନ୍ୟୁଜ୍(ବ୍ୟୁରୋ):ମୌସୁମୀ ବିଦାୟ ନେବା ପରେ ରାଜ୍ୟରେ ଶୀତ ଅନୁଭୂତ । ୩ଦିନ ହେବ ହାଲ୍‌କା ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ରାତିରେ ଖସୁଛି ପାରଦ । ୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହୁଛି। କୋରାପୁଟ ଜିଲ୍ଲାରେ ଅଧିକ ଶୀତ ହେବା ସହ…

ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ: ଥରୁଛି କନ୍ଧମାଳ, ଘନ କୁହୁଡିରେ ଆଚ୍ଛାଦିତ ଦାରିଙ୍ଗବାଡି

ଭୁବନେଶ୍ୱର(କେନ୍ୟୁଜ୍): ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ। କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଓଡ଼ିଶାର ଭୁସ୍ୱର୍ଗ ଦାରିଙ୍ଗବାଡିରେ…

ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ସେଲସିୟସ ତଳେ ୫ଟି ସହରର ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା। ଅଧିକାଂଶ ସ୍ଥାନରେ ପାରଦ ୧୦ଡିଗ୍ରୀ ପାଖାପାଖି ରହିଛି। ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ୫ଟି ସହରର ତାପମାତ୍ରା। ସମତଳ ଅଞ୍ଚଳରେ ସୁନ୍ଦରଗଡ଼ର କେରି ଠାରେ ୭.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳରେ…

ରାଜ୍ୟର ଉପକୂଳ ଅଞ୍ଚଳରେ କମିଲା ଶୀତ, ଆଗକୁ ହେବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ସାମାନ୍ୟ କମିଲା ଶୀତର ପ୍ରକୋପ । ରାତ୍ରି ତାପମାତ୍ରାରେ ଅଳ୍ପ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନରେ ରାଜ୍ୟର…

ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୨୦ସହର, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଥରୁଛି ଓଡ଼ିଶା। ଆଉ ୩ ଦିନ ପ୍ରବଳ ଶୀତ ଲହରୀ ଜାରି ରହିବ। ୧୦ ଡିଗ୍ରୀ ତଳେ ୨୦ସହରର ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଶ ଥଣ୍ଡାକୁ ଦୃଷ୍ଟିରେ ରଖି SRC ସତର୍କ ସୂଚନା ଜାରି କରିଛନ୍ତି। ଅସହ୍ୟ ଶୀତରେ ଥରୁଛି…

ଦାରିଙ୍ଗିବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ, ୩.୫ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

କନ୍ଧମାଳ/ବଣାଇ(କେନ୍ଯୁଜ୍): ଜାଡରେ ଥରୁଛି କନ୍ଧମାଳ। ଜିଲ୍ଲାରେ ହାଡଭଙ୍ଗା ଶୀତ। ଦାରିଙ୍ଗବାଡିରେ ଚଳିତ ବର୍ଷ ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗିବାଡିରେ ୩.୫ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । ଏପଟେ ଫୁଲବାଣୀରେ ୬.୫ ରେକର୍ଡ କରାଯାଇଛି। ହାଡଭଙ୍ଗା ଶୀତ ପାଇଁ ଅସ୍ତବ୍ୟସ୍ତ ଜନଜୀବନ।…

ଓଡ଼ିଶାରେ ପ୍ରଥମ ତୁଷାରପାତ: କୋଇଡା ଓ ଟେନସା ଅଞ୍ଚଳର ବିଭିନ୍ନ ସ୍ଥାନରେ ବରଫ ସ୍ତର, ୪ଡିଗ୍ରୀ ତଳକୁ ଖସିଛି ପାରଦ

ବଣାଇ(କେନ୍ଯୁଜ୍): ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାରେ ପ୍ରଥମ ତୁଷାରପାତ । ସୁନ୍ଦରଗଡ ଜିଲ୍ଲା ବଣାଇର କୋଇଡା ଓ ଟେନସା ଅଞ୍ଚଳରେ ତୁଷାରପାତ । ୪ଡିଗ୍ରୀ ତଳକୁ ଖସିଛି ପାରଦ । ବିଭିନ୍ନ ସ୍ଥାନରେ ବରଫ ସ୍ତର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…

ଜାଡ଼ରେ ଥରୁଛି ସାରା ଓଡ଼ିଶା, ୧୨ଡିଗ୍ରୀ ସେଲ୍‌ସିୟସ ତଳେ ୧୨ଟି ସହରର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜା଼ଡ଼ରେ ଥରୁଛି ସାରା ଓଡ଼ିଶା। ୧୨ଡିଗ୍ରୀ ସେଲ୍‌ସିୟସ ତଳେ ୧୨ଟି ସହରର ତାପମାତ୍ରା ରହିଛି। ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ପାଲଟିଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର…

ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ ଆହୁରି ବଢିବ ଶୀତ, ଗତ ୨୪ ଘଣ୍ଟାରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ବଢିବ ଶୀତ । ବର୍ଷା ଛାଡିବା ପରେ ଏବେ ରାଜ୍ୟକୁ ପୁଣି ଫେରିଛି ଶୀତ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି । ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ ଶୀତର…

ଘନ କୁହୁଡିର ଚାଦର ତଳେ ସମଗ୍ର ରାଜ୍ଯ, ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ

କେନ୍ଯୁଜ୍: ବାତ୍ୟା ଜୱାଦର ପ୍ରଭାବ ଅପସରି ଗଲା ପରେ ପରେ ଧସେଇ ପଶିଛି ଶୀତ । ଘନ କୁହୁଡିର ଚାଦରରେ ଛାଇ ହୋଇଛି ସମଗ୍ର ରାଜ୍ଯ ।ଘନ କୁହୁଡ଼ି ଯୋଗୁଁ ଆଗକୁ କିଛି ବି ଦେଖାଯାଉନାହିଁ । ଧଳା ରଙ୍ଗର ଅସ୍ତରଣ ଚାରିଆଡେ ଛାଇ ଯାଇଛି । କାକର ବି ଦେହକୁ ସ୍ପର୍ଶ କରୁଛି । କିଏ ବା ଏହି ଶୀତୁଆ ସକାଳର…

ସାରା ରାଜ୍ୟରେ ଶୀତ ଲହରୀ: ୮ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଦାରିଙ୍ଗବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିସ୍‌ ରେକର୍ଡ କରାଯାଇଛି। ସେହିଭଳି ପୁଲବାଣୀରେ ୧୧.୫, କୋରାପୁଟରେ ୧୨ ଓ କେନ୍ଦୁଝରରେ ୧୩…

ଏବର୍ଷ ଜାଡ଼ ଭାଙ୍ଗିବ ହାଡ଼, ସ୍ୱାଭାବିକଠାରୁ ଭାରତରେ ଅଧିକ ଶୀତ ଅନୁଭୂତ ହେବ

କେନ୍ୟୁଜ୍(ବ୍ୟୁରୋ): ଏବର୍ଷ ଜାଡ଼ ଭାଙ୍ଗିବ ହାଡ଼ । ଶୀତରେ ଥରିବ ଭାରତ । ସ୍ୱାଭାବିକଠାରୁ ଅଧିକ ଶୀତ ଅନୁଭୂତ ହେବ । କେବଳ ଭାରତ ନୁହେଁ, ହାଡ଼ଭଙ୍ଗା ଶୀତରେ ଥରିବ ଚୀନ୍‌ , ଜାପାନ, ସାଉଥ କୋରିଆ ଭଳି ଦେଶ । ବିଶେଷ କରି ଉତ୍ତର-ପୂର୍ବ ଏସୀୟ ଦେଶଗୁଡ଼ିକରେ ଜାଡ଼ର ପ୍ରକୋପ ଅଧିକ ରହିବ । ବିଶ୍ୱର…