Browsing Tag

winter increase

ଧରଣୀକୁ ଢାଙ୍କିଲା କୁହୁଡି, ମୟୁରଭଞ୍ଜ ଜିଲ୍ଲାରେ ଶୀତର ଲହରୀ

କେନ୍ୟୁଜ୍(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ପାରଦ, ଖସୁଛି ବଢୁଛି ଶୀତ । ଆଜି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପରବାରା କାମୁଡାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ସହିତ କରଞ୍ଜିଆ ଉପଖଣ୍ଡରେ ଥଣ୍ଡା ସହିତ…

ଦୁଇ ଦିନ ପରେ ପୁଣି ଥରେ ରାଜ୍ୟରେ ଫେରିଛି ଶୀତ, ୨ ରୁ ୪ଦିନ ଭିତରେ ରାତିର ତାପମାତ୍ରା ଖସିବ

କେନ୍ୟୁଜ୍(ବ୍ୟୁରୋ): ଫେରିଛି ଶୀତ । ଦୁଇ ଦିନ ପରେ ପୁଣି ଥରେ ରାଜ୍ୟରେ ଶୀତ ଅନୁଭୂତ ହୋଇଛି । ଆସନ୍ତା ୨ ରୁ ୪ଦିନ ଭିତରେ ରାତିର ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ତଳକୁ ଖସିବ । ଫଳରେ କାଲିଠାରୁ ଅଧିକ ହେବ ଜାଡ଼ । ଆଜି ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ…

ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ଶୀତ:୧୫ ଡିଗ୍ରୀ ତଳେ ୧୯ ସହର

କେନ୍ୟୁଜ୍(ବ୍ୟୁରୋ): ଥରାଇଲାଣି ଜାଡ। ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ଶୀତ। ୧୫ ଡିଗ୍ରୀ ତଳେ ୧୯ ସହର। ସୁନ୍ଦରଗଡ଼ ଜିଲ୍ଲା କିରେଇଠାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୧୦ ଡିଗ୍ରୀ, ଶିମିଳିପାଳରେ ୧୦, ଦାରିଙ୍ଗିବାଡ଼ିର ଓ…

ଶନିବାର ପରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ପାରଦ

ଭୁବନେଶ୍ବର(କେନ୍ୟୁଜ୍): ଖସିବ ପାରଦ, ବଢ଼ିବ ଶୀତ । ଶନିବାର ପରେ ଶୀତର ପ୍ରକୋପ ବଢ଼ିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତି…

ଆହୁରି ୨୪ଘଣ୍ଟା ଥରିବ ଓଡିଶା, ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ମାସ ଶେଷରେ ଥରାଇଦେଲା। ହାଡ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୨୪ଘଣ୍ଟା ଶୀତ ଲହରୀ ପରିସ୍ଥିତି ଲାଗିରହିବ। ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ରାତି ତାପମାତ୍ରା ରହିଛି । ପଶ୍ଚିମାଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ…

ଆଜିଠୁ ଓଡ଼ିଶାରେ ବଢ଼ିବ ଶୀତ,କିଛି ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଫେରିବ ଶୀତ । ଆଜିଠୁ ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି ରାଜ୍ୟର କିଛି ସ୍ଥାନରେ…

ଆଗାମୀ ୩ଦିନରେ ଅସହ୍ୟ ଶୀତରେ ଥରିବ ଓଡିଶା, ରାତିରେ ୩ରୁ ୫ଡିଗ୍ରୀ ସେଲସିୟମ ହ୍ରାସ ପାଇବ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିବ ଶୀତ। ଆଗାମୀ ୩ଦିନରେ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୫ଡିଗ୍ରୀ ସେଲସିୟମ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ…

କାଲିଠୁ ବଢିବ ଶୀତର ପରିମାଣ: ୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଜାଡରେ ଥରିବ ସାରା ଓଡ଼ିଶା । କାଲିଠୁ ବଢିବ ଶୀତର ପରିମାଣ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ଦୁଇଦିନ ପ୍ରବଳ ଶୀତ ନେଇ ୫ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ଝାରସୁଗଡ଼ା, ବରଗଡ଼, ସୋନପୁର,…

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି, ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର(କେନ୍ଯୁଜ୍): ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ…