Browsing Tag

winter tips

ଅମୃତ ଠାରୁ କମ୍ ନୁହେଁ ଶୀତ ଦିନର ଖରା, ଜାଣନ୍ତୁ ଏଥିରୁ ମିଳୁଥିବା କିଛି ଆଶ୍ଚର୍ଯ୍ୟକର ଲାଭ ବିଷୟରେ

ଶୀତଦିନେ ସକାଳର ଖରା କୌଣସି ଅମୃତ ଠାରୁ କମ୍ ନୁହେଁ । ଆନନ୍ଦଦାୟକ ହେବା ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟକିରଣର ୫ଟି ଲାଭ ବିଷୟରେ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ ।…

ଶୀତଋତୁରେ ଆପଣଙ୍କ ଫେସ୍‌ ଡ୍ରାଏ ହେଉଛି କି? ଆପଣାନ୍ତୁ ଏହି ଟିପ୍ସ

ଆସିଲାଣି ଶୀତଋତୁ । ସମସ୍ତଙ୍କୁ ଶୀତଋତୁ ବହୁତ ପସନ୍ଦ ହୋଇଥାଏ । କାହିଁକି ନା ଏହି ଋତୁରେ ପରିବେଶ ସୁନ୍ଦର ଦେଖାଯିବା ସହ ଶରୀର ମଧ୍ୟ ଫିଟ୍‌ ରହିଥାଏ । ଏହାସହ ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଶୀତୁଋତୁରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେମିତିକି…

ଶୀତଦିନରେ ସେବନ କରନ୍ତୁ ନାହିଁ ଏହି ୪ ଖାଦ୍ୟ, ନଚେତ ହୋଇପାରେ ହାର୍ଟଆଟାକ୍‌

ଶୀତଋତୁରେ ପ୍ରତ୍ୟେକ ବ୍ୟକ୍ତିଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଫଳରେ ଅତି ସହଜରେ ବିଭିନ୍ନ ପ୍ରକାର ରୋଗ ଶରୀରକୁ ପ୍ରବେଶ କରିଥାଏ । ତେଣୁ ଏହି ମୌସୁମୀ ପରିବର୍ତ୍ତନରେ ଆପଣମାନେ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ସହ ଶରୀର ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ତେବେ…

ଶୀତଦିନରେ ବାଇକ ଚଲାଇବା ସମୟରେ ଏହିସବୁ ଟିପ୍ସକୁ ମାନନ୍ତୁ, କୁହୁଡ଼ି ପାଇଁ ହେଉଥିବା ଦୁର୍ଘଟଣାରୁ ରହିବେ ଏକଦମ…

ଶୀତଦିନରେ ଖାସ କରି ବାଇକ ଚଲାଇବା ମୁସ୍କିଲ ହୋଇଥାଏ। କାରଣ ତ ଆପଣ ଠିକ ରେ ବି ଜାଣିଥିବେ। ଆଜ୍ଞା ହଁ ଶୀତଦିନରେ ଖାସ କରି କୁହୁଡ଼ି ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ଆଉ ଏ ସମସ୍ୟା କିଛି ଛୋଟ ମୋଟ ସମସ୍ୟା ନୁହେଁ। ବରଂ ଏହି କାରଣରୁ ବଡ଼ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ। ତେଣୁ ଏହିଦିନ ଗାଡ଼ି…

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତା’ ହେଲେ ଆଜି ହିଁ ଡାଏଟ୍‌ରେ ସାମିଲ କରନ୍ତୁ ଅଙ୍ଗୁର, ଜାଣନ୍ତୁ ଫାଇଦା

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ। ଏଥିପାଇଁ ତ କୁହାଯାଏ, ଡାଏଟ୍‌ରେ ଫଳ ନିଶ୍ଚୟ ସାମିଲ କରନ୍ତୁ। କିନ୍ତୁ ଅଙ୍ଗରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ମିଳିପାରିବ। ଆୟୁର୍ବେଦରେ ବି ଏହାର ଅନେକ ଫାଇଦା ବିଷୟରେ କୁହାଯାଇଛି,…

କେଶରେ ଏହିପରି ଭାବେ ଲଗାନ୍ତୁ ଭୃଙ୍ଗରାଜ; କେଶ ହେବ ଘନ ଓ ମୁଲାୟମ୍‌

ଆୟୁର୍ବେଦରେ ଭୃଙ୍ଗରାଜ କେଶ ପାଇଁ ଅତ୍ୟନ୍ତ ଚମତ୍କାରୀ ବୋଲି କୁହାଯାଇଛି। ଏହା କେବଳ ଗୋଟିଏ କି ଦୁଇଟି ନୁହେଁ, ବରଂ କେଶର ଅନେକ ସମସ୍ୟାକୁ ଦୂର କରିଥାଏ। ଏଥିରେ ଆଇରନ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍ ଇ ଏବଂ ଭିଟାମିନ୍ ଡି ଭରପୂର ମାତ୍ରାରେ ରହିଛି। ଯଦି ଆପଣ କେଶର ସଠିକ୍ ଯତ୍ନ ନେବାକୁ…

ଶୀତଦିନେ ଫଲୋ କରନ୍ତୁ ଏହି ଟିପ୍ସ; ତ୍ୱଚା ରହିବ କୋମଳ ଓ ସୁସ୍ଥ

ଶୀତଦିନ ରାତିରେ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ, ଯେପରି ସକାଳେ ଆପଣଙ୍କ ସ୍କିନ୍‌ ଫ୍ରେଶ୍‌ ନଜର ଆସିପାରିବ। ଶୀତଦିନେ ହିଁ ତ୍ୱଚା ସବୁଠାରୁ ଅଧିକ ଡଲ୍‌, ରୁକ୍ଷ ଓ ଶୁଷ୍କ ଦେଖାଯାଏ। ଥଣ୍ଡା ପବନ ବାଜିବା କାରଣରୁ ତ୍ୱଚାର ଆର୍ଦ୍ରତା କମି ଯାଇଥାଏ। ଶୀତ ଆସିବା ମାତ୍ରେ…

ଶୀତଦିନେ ପାଣି ପିଇବାକୁ କଷ୍ଟ ଲାଗୁଛି? ତ ଏହି ସବୁ ଖାଦ୍ୟ ଦ୍ୱାରା ଶରୀରକୁ ରଖନ୍ତୁ ହାଇଡ୍ରେଟେଡ୍‌…

ଆମ ଶରୀରରେ ପାଖାପାଖି ୭୦ ପ୍ରତିଶତ ପର୍ଯ୍ୟନ୍ତ ଜଳ ରହିଥାଏ। ଏଥିପାଇଁ ଆମକୁ ନିଜର ସମସ୍ତ ଜୈବିକ କାର୍ଯ୍ୟକଳାପକୁ ଠିକ୍ ଭାବରେ ଚଳାଇବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବାର ଆବଶ୍ୟକ ପଡ଼ିଥାଏ। ସୂଚନା ମୁତାବକ, ଆମକୁ ପ୍ରତିଦିନ ୮ରୁ ୧୦ ଗ୍ଲାସ୍ ପାଣି ନିଶ୍ଚୟ ପିଇବା ଉଚିତ। ଏହା ଆମ…

ମାଡ଼ି ଆସୁଛି ବିପଦ! ଏହି ୫ଟି ସୁପରଫୁଡ ଖାଇ ଶୀତଦିନେ ନିଜ ଇମ୍ୟୁନିଟିକୁ ରଖନ୍ତୁ ମଜଭୁତ; ରୋଗ ସହ ଲଢ଼ିବାରେ ମିଳିବ…

ଭାରତରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ୁଛି। କୋଭିଡ ସୁରକ୍ଷା ପ୍ରୋଟୋକଲ ଆପଣାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲଗାତାର ଲୋକଙ୍କୁ ନିବେଦନ କରୁଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ଏପରି ସମୟରେ ଲୋକମାନେ ନିଶ୍ଚିତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍। ବିଶେଷ କରି…

କନ୍ଦମୂଳର ଏହି ସବୁ ଫାଇଦା ସମ୍ପର୍କରେ ଜାଣନ୍ତୁ

ଶୀତଋତୁ ଆସିବା ପରେ ଧିରେ ଧିରେ ବଜାରରେ ଅନେକ ପ୍ରକାରର ଫଳ, ପନିପରିବା ଓ ଅନ୍ୟ ଖାଇବା ଜିନିଷ ବଜାରରେ ମିଳିବା ଆରମ୍ଭ ହୋଇଯାଏ। କହିବାକୁ ଗଲେ ସତେଜ ପନିପରିବା ସହ ଫଳ ଆଦି ଏହି ଋତୁରେ ମିଳିବା ଲୋକମାନଙ୍କୁ ସହଜ ହୋଇଯାଏ। ଏମିତିରେ ଶୀତ ଋତୁରେ ଫଳର ଚାହିଦା ଟିକେ କମିଯାଏ। କାରଣ ଥଣ୍ଡା ହେବା…

ଶୀତ ଦିନର ୪ ସୁପର ଫୁଡ୍‌! ନିହାତି ଭାବେ କରନ୍ତୁ ସେବନ, ଶରୀର ରହିବ ଉଷ୍ମ

ଶୀତ ଋତୁରେ ଲୋକମାନଙ୍କୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଅାଁ ପୁଇଁବା ସହିତ ଗରମ ପୋଷାକର ସାହାରା ନେଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ନିଜକୁ ଏହି ଥଣ୍ଡାରୁ ରକ୍ଷା କରିବା ପାଇଁ କେବଳ ଗରମ ପୋଷାକ ହିଁ ଯଥେଷ୍ଟ ନୁହେଁ, ବରଂ କିଛି ଗରମ…

ଶୀତଦିନରେ ଶିଶୁମାନଙ୍କୁ ଦିଅନ୍ତୁ ପୋଷକ ତତ୍ତ୍ୱରେ ଭରପୂର ଏହି ପରିବା, ମିଳିବ ଅନେକ ଫାଇଦା

ସବୁଜ ପନିପରିବାରେ ଏମିତି ଅନେକ ଗୁଣ ଭରି ରହିଛି ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କ ପାଇଁ ସବୁଜ ପନିପରିବା ବେଶ ଲାଭକାରୀ ହୋଇଥାଏ ।ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପନିପରିବା ଅନେକ ସହାୟକ ହୋଇଥାଏ। ତେବେ ଏହାରି ମଧ୍ୟରେ ଆପଣ ଶାକରକନ୍ଦା ବା କନ୍ଦମୂଳ କଥା…