Browsing Tag

winter

କମିଛି ଶୀତ ବଢିଛି କୁହୁଡ଼ି, ଦିଶୁନି ରାସ୍ତାଘାଟ

ଭୁବନେଶ୍ୱର (କେନ୍ୟୁଜ): ଶୀତ କମିଛି, ବଢିଛି କୁହୁଡ଼ି। ବାୟୁମଣ୍ଡଳରେ ଜଲୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି। ବିଶେଷକରି କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନାୟଗଡ଼ରେ କୁହୁଡ଼ି ଦୃଶ୍ୟମାନ ହେବ। ଦକ୍ଷିଣ ଓଡ଼ିଶାରେ ହାଲୁକା କୁହୁଡ଼ି ସହ ଉତ୍ତର ଓଡ଼ିଶାରେ…

ଜାଡ଼ରେ ଥରୁଛି ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ୬ ସହରର ପାରଦ

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ସେହିପରି ୧୫ ଡିଗ୍ରୀ ତଳେ ରହିଛି…

ସ୍ବାଭାବିକ ହେବ ଶୀତ, ୨ରୁ ୪ଡିଗ୍ରୀ ଯାଏ ତଳକୁ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ସ୍ବାଭାବିକ ହେବ ଶୀତ। ୨ରୁ ୪ଡିଗ୍ରୀ ଯାଏ ତଳକୁ ଖସିବ ପାରଦ। ଆଗାମୀ ୨ଦିନରୁ ୩ଦିନରେ ରାତି ତାପମାତ୍ରା କମିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ରାଜ୍ୟରେ ବର୍ତ୍ତମାନ କୋହଲା ପାଗ ହଟିଛି। ଏହାସହ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ…

ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ବଢୁଛି ଶୀତ, ୮ ଡିଗ୍ରୀକୁ ଖସିଲା ପାରଦ

କରଞ୍ଜିଆ (କେନ୍ୟୁଜ): ଖସୁଛି ପାରଦ ବଢୁଛି ଶୀତ, ବର୍ତ୍ତମାନ ସାରା ରାଜ୍ୟରେ ଶୀତର ଲହରି ଆରମ୍ଭ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିଲା । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡାରେ ତାପମାତ୍ରା…

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ, ଆଗକୁ ଆହୁରୀ କମିପାରେ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କୋରାପୁଟରେ ୧୩.୮ ଏବଂ…

କନ୍ଧମାଳକୁ ଛୁଇଁଛି ପହିଲି ଶୀତ ! ଉପଭୋଗ କରିବା ପାଇଁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡି (କେନ୍ୟୁଜ): ଦାରିଙ୍ଗବାଡିରେ ପହିଲି ଶୀତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା । ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ ।…

ଆଗାମୀ ୨ରୁ ୩ ଦିନରେ ରାଜ୍ୟକୁ ପୁଣି ଫେରିବ ଶୀତ, ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

(କେନ୍ୟୁଜ): ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨ରୁ ୩ ଦିନ ପରେ ଶୀତ ବିଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କିଛି ଦିନ ହେବ ପାଗରେ ପରିବର୍ତ୍ତନ ଦେଖାଦେଇଥିବାରୁ କନ୍ଧମାଳ ଜିଲ୍ଲାରୁ ଶୀତ ଉଭାନ୍‌୍‌ ହୋଇଯାଇଛିା । ଦୁଇ ଦିନ ହେବ…

ଶୀତ ଦିନେ ଅଧିକ ଆଣ୍ଠୁ-ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା ହେଉଛି କି; ବ୍ୟବହାର କରନ୍ତୁ ହଳଦୀ ତେଲ ମିଳିବ ଆରାମ

ଶୀତଋତୁ ଯୁବକଙ୍କ ପାଇଁ ମଉଜ୍‌ମଜ୍‌ଲିସ୍ ଆଣିଦେଇଥିବା ବେଳେ ଏହା ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ବିଶେଷକରି ବୃଦ୍ଧମାନଙ୍କ ପାଇଁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଗଣ୍ଠି ଯନ୍ତ୍ରଣା…

ଶୀତରେ ବଢୁଛି ତାତି, ପୁରୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ଶୀତ ଉଭାନ୍‌ । ପୌଷରେ ଗ୍ରୀଷ୍ମ ଉଷ୍ଣତା ଅନୁଭୂତ । ଡିସେମ୍ବର ସରିବାକୁ ଯାଉଥିବା ବେଳେ ଶୀତ ନାହିଁ । କମ୍ବଳ ଘୋଡ଼ାଇ ହେବା ସମୟରେ ଫ୍ୟାନ୍‌ ଦରକାର ପଡୁଛି । ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ପୁରୀରେ ସର୍ବାଧିକ ୨୪ ଡିଗ୍ରୀ…

ରାଜ୍ୟରେ ନାହିଁ ଶୀତର ପ୍ରଭାବ, ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତ୍ରି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଡିସେମ୍ବରରେ ଶୀତ ଗାଏବ । ବର୍ତ୍ତମାନ ସୁଦ୍ଧା ଯେଭଳି ଥଣ୍ଡା ହେବା କଥା ସେଭଳି ହେଉନି । ଡିସେମ୍ବର ମଧ୍ୟ ସୁଦ୍ଧା ଥଣ୍ଡା ତୀବ୍ର ହୋଇଥାଏ । ହେଲେ ଜାଡ଼ କମ୍‌, ଏବେ ଗରମ ଅନୁଭୂତ ହେଉଛି । ରାଜ୍ୟରେ ଶୀତର ପ୍ରଭାବ ନାହିଁ । କେନ୍ଦ୍ରୀୟ ଭାରତରେ ଗୁରୁଚାପ ସକ୍ରିୟ ରହିଲେ…

କଲବଲ୍ କରୁଛି ଶୀତ, ୨୪ ଘଣ୍ଟା ଭିତରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଖସିବ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୯ ତାରିଖରୁ ବଢ଼ିବ ସର୍ବନିମ୍ନ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ଖସିବାର ସମ୍ଭାବନା ରହିଛି । ଏହାପରେ ୨ଦୁଇ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ । ତେବେ ୯ ତାରିଖରୁ ସର୍ବନିମ୍ନ…

୩ ତାରିଖରୁ ପୁଣି ବର୍ଷାରେ ଭିଜିବ ଓଡିଶା, ପୁଣି ବଢିବ ଶୀତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କମିଛି ଶୀତ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବଙ୍ଗୋପସାଗର ମଧ୍ୟରୁ ପ୍ରବାହିତ ଉଷ୍ଣ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବା ସହ ଶୀତ କମିଛି। ଏପଟେ ପଶ୍ଚିମା ଝଡ ପ୍ରଭାବରେ…