Browsing Tag

winter

ଆଜିଠୁ ଓଡ଼ିଶାରେ ବଢ଼ିବ ଶୀତ,କିଛି ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଫେରିବ ଶୀତ । ଆଜିଠୁ ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି ରାଜ୍ୟର କିଛି ସ୍ଥାନରେ…

ଅସହ୍ୟ ଶୀତରେ ଥରିବ ରାଜ୍ୟ, ୨୬ରୁ ପାଗରେ ହେବ ପରିବର୍ତ୍ତନ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ଫେରିବ ଶୀତ। ଅସହ୍ୟ ଶୀତରେ ଥରିବ ରାଜ୍ୟ। ୨୬ ତାରିଖରୁ ପାଗରେ ହେବ ପରିବର୍ତ୍ତନ। ଏହା ପରେ ତାପମାତ୍ରା ହ୍ରାସ ହେବା ସହ ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ରାଜ୍ୟକୁ ପୁଣି ଫେରିବ ଶୀତ, ୪ଦିନ ପରେ ଖସିବ ରାତିର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ପୁଣି ବୃଦ୍ଧି ପାଇବ ବର୍ଷା ପରିମାଣ। ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମର ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ଓ ଗଜପତି…

୪ଦିନ ପରେ ଆସିବ ଶୀତ, ଖସିବ ରାତିର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିବ ଶୀତ। ୪ଦିନ ପରେ ଖସିବ ରାତିର ତାପମାତ୍ରା। ୨୫ତାରିଖରୁ ବର୍ଷାର ପରିମାଣ କମିବା ପରେ ରାଜ୍ୟକୁ ଶୀତ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା…

ଶୀତଦିନେ ପ୍ରଚୁର ଚୁଟି ଝଡ଼ୁଥିଲେ ଆଦୌ ଟେନ୍ସନ ନିଅନ୍ତୁନି, ଆପଣାନ୍ତୁ ଏସବୁ ଘରୋଇ ଉପାୟ ଜମା ଉପୁଡ଼ିବନି

ପୁରୁଷ ଏବଂ ମହିଳା ଉଭୟେ ଚାହାନ୍ତି ନିଜ ଚୁଟି ସବୁବେଳେ କଳା ରହୁ। ମହିଳା ମାନେ ଚାହାନ୍ତି ତାଙ୍କ ଚୁଟି କଳା ,ଲମ୍ବା ଏବଂ ଘନ ହେଉ। ଚୁଟିକୁ ମଜଭୁତ ରଖିବା ପାଇଁ ସମସ୍ତେ ନିଜ ଚୁଟିର ଯଥେଷ୍ଟ ଯତ୍ନ ନେଇଥାନ୍ତି। ଚୁଟିରେ ସାମ୍ପୁ ଓ କଣ୍ଡିସନର ଲଗାନ୍ତି। ଅଧିକାଂଶ ମହିଳା ନିଜ ଚୁଟି ମଜଭୁତ…

ରାଜ୍ୟରେ କମୁଛି ରାତିର ତାପମାତ୍ରା: ଘନକୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କମୁଛି ରାତିର ତାପମାତ୍ରା। ଗତ ୨୪ ଘଣ୍ଟାରେ ରାତିର ତାପମାତ୍ରା ଗୋଟିଏ ଦୁଇଟି ସ୍ଥାନରେ ୧ରୁ ୨ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତ ୨୪…

ଲେଉଟୁଛି ଶୀତ, ୩ଦିନରେ ଅସହ୍ୟ ଶୀତରେ ଥରିବ ଓଡିଶା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି ଶୀତ। ଆଗାମୀ ୩ଦିନରେ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୫ଡିଗ୍ରୀ ସେଲସିୟମ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ…

ଶୀତରେ କଲବଲ କରୁଛି ଅଦିନିଆ ବର୍ଷା, ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବରକେ (କେନ୍ୟୁଜ): ଶୀତରେ ବର୍ଷା କରୁଛି କଲବଲ । ଆଜି ବି ସକାଳୁ ସକାଳୁ ଟ୍ଵିନ୍‌ସିଟିରେ ବର୍ଷା ଲାଗି ରହିଛି। ଫଳରେ ବ୍ୟାହାତ ହୋଇଛି ଜୀବନଯାତ୍ରା। ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବଜ୍ରପାତ, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ପାଇଁ ୮…

ଦିନକ ପରେ ରାଜ୍ୟକୁ ଲେଉଟିବ ଜାଡ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ରାଜ୍ୟକୁ ଲେଉଟିବ ଜାଡ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ତାରିଖରେ ଶୀତଲହରୀ ପାଇଁ ୫ଟି ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। । ବିଶେଷ କରି ରାତି ତାପମାତ୍ରା…

ଚା’ ନା କଫି ! ଶୀତଦିନେ କେଉଁ ପାନୀୟ ପିଇବା ଉଚିତ

ଶୀତ ଦିନେ ଚା’ ଓ କଫି ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏହାର ସ୍ୱାଦ ପାଟିକୁ ମିଠା ଲାଗୁଥିବାରୁ ଲୋକମାନେ ଥଣ୍ଡାରୁ ମୁକ୍ତି ପାଇଁ ଚା’ ଓ କଫି ପିଇଥାନ୍ତି। ଏହା ଶରୀରକୁ ସତେଜ ବି ରଖିଥାଏ। ଏଣୁ ଅବସାଦରେ ରହିଲେ କିମ୍ବା ମାନ୍ଦା ଲାଗୁଥିଲେ ଚା’ କିମ୍ବା କଫି ପିଇବାକୁ ଡାକ୍ତର…

ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ପରେ କମିଛି ଶୀତ, ଉପରମୁହାଁ ରହୁଛି ପାରଦ

କେନ୍ୟୁଜ୍(ବ୍ୟୁରୋ):  ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଉପରମୁହାଁ ପାରଦ। କମୁଛି ଶୀତଲହରୀ। ରାଜ୍ୟରେ ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ପରେ କମିଛି ଶୀତ। ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର…

ଅସହ୍ୟ ଶୀତରେ ଥରୁଛି ରାଜ୍ୟ: ସବୁଠାରୁ ଥଣ୍ଡା ସହର ଫୁଲବାଣୀ, ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଶୀତରେ ଥରୁଛି ରାଜ୍ୟ। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ। ୫ଡିଗ୍ରୀ ତାପମାତ୍ରା ସହ ହୋଇଛି ତୁଷାରପାତ। ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପାଖାପାଖି ୧୨ଟି ସ୍ଥାନର ତାପମାତ୍ରା ୧୦…