ଗରିବ ହେଲେ ଅରବପତି! ୧୫ କୋଟିରୁ ୭ କୋଟି ହେଲା Wipro ଚେୟାରମ୍ୟାନ୍ଙ୍କ ଦରମା
ଆଇଟି କମ୍ପାନୀଗୁଡିକର ସମସ୍ୟା କମିବାର ନାଁ ନେଉନାହିଁ। ପ୍ରଥମେ କର୍ମଚାରୀମାନଙ୍କ ଛଟେଇ, ଆଉ ଏବେ ଚେୟାରମ୍ୟାନ୍ଙ୍କ ଦରମା କାଟ୍। ବାସ୍ତବରେ, ଆର୍ଥିକ ମାନ୍ଦାବସ୍ଥାର ସବୁଠାରୁ ଅଧିକ ପ୍ରଭାବ ଆଇଟି କ୍ଷେତ୍ରରେ ହିଁ ଦେଖିବାକୁ ମିଳିଛି। ଦେଶର ଅନ୍ୟତମ ବୃହତ୍ତମ ଆଇଟି କମ୍ପାନୀ ‘ୱିପ୍ରୋ’ର…