ତୁଳସୀ ଗଛ ଝାଉଁଳି ପଡ଼ିବା ହୋଇଥାଏ ବହୁତ ବଡ଼ ଅଶୁଭ, ଏହି ଖରାପ ଘଟଣା ଆଡ଼କୁ କରିଥାଏ ଈଶାରା
ବାସ୍ତୁ ମୁତାବକ, ଘରେ ତୁଳସୀ ଗଛ ଥିଲେ ସକାରାତ୍ମକ ଶକ୍ତି ଜାତ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ପ୍ରତିଦିନ ସକାଳେ ତୁଳସୀ ଗଛରେ ପାଣି ଦେଲେ ଅନେକ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ। ବିଷ୍ଣୁ ପୂଜାରେ ତୁଳସୀ ଗଛ ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଏକ ବିଶ୍ୱାସ…