ଏଣିକି ବିନା ଇଣ୍ଟରନେଟରେ ଚାରୋଟି ଡିଭାଇସରେ ଖୋଲିପାରିବେ ହ୍ଵାଟସଆପ୍ ଆକାଉଣ୍ଟ, ଜାଣନ୍ତୁ କିପରି
ହ୍ଵାଟସଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ସପୋର୍ଟ ଫିଚର ଆରମ୍ଭ କରୁଛି। ଏହି ଫିଚର ସାହାଯ୍ୟରେ ୟୁଜର୍ସ ମାନେ ସେମାନଙ୍କର ହ୍ଵାଟସଆପ୍ ଆକାଉଣ୍ଟକୁ ଚାରୋଟି ଡିଭାଇସରେ ଏବଂ ଗୋଟିଏ ଫୋନରେ ବିନା ଇଣ୍ଟରନେଟ୍ ରେ କନେକ୍ଟ କରି ବ୍ୟବହାର…