Browsing Tag

wolf

ଦୁଇ ପୋଷା କୁକୁରକୁ ଶିକାର କଲା ଗଧିଆ, ପ୍ରତିଶୋଧ ନେବାକୁ ବିନା ହତିଆରରେ ମଇଦାନକୁ ଓହ୍ଲାଇପଡ଼ିଲେ କୃଷକ; ଭିଡିଓ ଭାଇରାଲ

ବିନା କୌଣସି ହତିଆରରେ ଗଧିଆକୁ ମାରିଲେ କୃଷକ। ରିପୋର୍ଟ ମୁତାବକ, ଗଧିଆଟି କୃଷକଙ୍କ ଦୁଇଟି କୁକୁରକୁ ଶିକାର କରିଥିଲା। କେବଳ ଏତିକି ନୁହେଁ, ସେ ତାଙ୍କ ଘୋଡ଼ାକୁ ମଧ୍ୟ ଆକ୍ରମଣ କରିଥିଲା। ପ୍ରତିଶୋଧ ନେବା ପାଇଁ ସେ ଗଧିଆକୁ ମାରିଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗଧିଆକୁ ମାରିବାକୁ…

ନନ୍ଦକାନନର ନୂଆ ଅତିଥି, ବିରଳ ଧୂସର ରଙ୍ଗର ଗଧିଆ

ଭୁବନେଶ୍ବର(କେନ୍ଯୁଜ୍) : ନନ୍ଦକାନନର ନୂଆ ଅତିଥି । ଚିଡ଼ିଆଖାନାକୁ ଆସିଲେ ୨ଟି ଧୂସର ରଙ୍ଗର ଗଧିଆ । ୩ଟି ଗୁରାଣ୍ଡି ବଦଳରେ ମହୀଶୂରରୁ ଅଣାଗଲା ଗଧିଆ । ଉଭୟଙ୍କ ବୟସ ଅଢେଇ ବର୍ଷ ହେବ ବୋଲି କୁହାଯାଉଛି । ନନ୍ଦନକାନନ ପ୍ରାଣୀ ବିଶେଷଜ୍ଞ ଦେବଦତ୍ତ ମହାପାତ୍ରଙ୍କ ତତ୍ୱାବଧନରେ ୮ ଜଣିଆ ଟି ମ୍‌…