Browsing Tag

Woman

ବୈକୁଣ୍ଠ ଧାମରୁ ସ୍ତ୍ରୀ ନିଖୋଜ ଘଟଣାରେ ଟ୍ଵିଷ୍ଟ୍, ଯୁବକଙ୍କ ବିରୋଧରେ ଚାଞ୍ଚଲ୍ୟ କର ବୟାନ ଦେଲେ ମହିଳା

ଭୁବନେଶ୍ୱର : ପଣ୍ଡିତ କାଶୀନାଥ ମିଶ୍ରଙ୍କ ନାଁରେ ସହିଦ ନଗର ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଥିବା ଜିତେନ ଗିରି ମାମଲାରେ ଟ୍ବିଷ୍ଟ । ତାଙ୍କ ସ୍ତ୍ରୀକୁ ୪ ବର୍ଷ ୨ ମାସ ଧରି ପଣ୍ଡିତ କାଶୀନାଥ ମିଶ୍ର ରଖିଥିବା ଏବଂ ଛାଡିବା ପାଇଁ ୨ ଲକ୍ଷ ଦାବି କରୁଥିବା ନେଇ ଜିତେନ ଗିରି ଥାନାରେ ଲିଖିତ…

ଚଳନ୍ତା ବସରେ ପ୍ରସବ, ଡାକ୍ତରଙ୍କ ସହାୟତାରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

ଗୁଣୁପୁର : ଚଳନ୍ତା ବସରେ ପ୍ରସବ ।  ଗୁଣୁପୁର ଉପଖଣ୍ଡ ମେଡିକାଲରେ ପ୍ରସବ କରିଥିବା ମହିଳାଙ୍କୁ ପହଞ୍ଚାଇଲା ଏକ ଘରୋଇ ବସ ।  ଏକ ଘରୋଇ ବସ ପାରଳାଖେମୁଣ୍ଡିରୁ ପାପାଡାହାଣ୍ଡି ଯାଉଥିଲା ।  ବସ୍ ଆସୁଥିବାବେଳେ ରେଗେଡା ନିକଟରେ ଜଣେ ଗର୍ଭବତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ମହିଳା…

ଭଙ୍ଗା ଘରେ ଦିନ କାଟୁଛନ୍ତି ଅସହାୟ ସ୍ୱାମୀହରା ମହିଳା ମହାଦେଇ

ରେଢ଼ାଖୋଲ : ଝାଟି ମାଟି ଛଣ ଛପର ଘର । ରାତିରେ ଦିଶୁଛି ତାରା ଦିନରେ ମୁଣ୍ଡରେ ପଡ଼ୁଛି ଖରା । ଚାଳ ଛପର ଉପରେ ପଡ଼ିଥିବା ଜରିପାଲ ଛିଣ୍ଡି ସେଥିରୁ ପାଣି ଗଳୁଛି । ନା ଦିନରେ ରହି ହେଉଛି ରାତିରେ ଶୋଇପାରୁଛନ୍ତି ଏଇ ବୃଦ୍ଧା ଜଣକ । ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଅସହାୟ ବିଧବା ମହିଳା । ଆମେ…

ଛତିଶଗଡ଼ରୁ ଭାସିଲେ ହୀରାକୁଦରୁ ଉଦ୍ଧାର ହେଲେ ମହିଳା, ଗୋଡ଼ରେ ବନ୍ଧା ହୋଇଛି ଶିକୁଳି

ଝାରସୁଗୁଡା : ଛତିଶଗଡ଼ରେ ଭାସିଲେ ହୀରାକୁଦରୁ ଉଦ୍ଧାର ହେଲେ ।  ଛତିଶଗଡ଼ରୁ ଓଡ଼ିଶା ଭାସି ଆସିଛନ୍ତି ଜଣେ ମହିଳା । ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି ।…

ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଘଟଣା: କିଡନାପ ନୁହେଁ, ପ୍ରେମ ପାଇଁ ହୋଇଥିଲା ନାଟକ

ଭୁବନେଶ୍ୱର (କେନ୍ୟୁଜ ): ପ୍ରେମ ପାଇଁ ଅପହରଣ । କିଡନାପ ନାଟକର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ ।  ଅପହରଣ ନୁହେଁ, ପ୍ରେମ ପାଇଁ ହୋଇଥିଲା ନାଟକ। ସ୍ବାମୀ ଠାରୁ ଅଲଗା ହେବା ପରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲେ ମହିଳା । ଘରେ ବିରୋଧ ହେବାରୁ ନିଜେ ରଚିଥିଲେ ଅପହରଣ ନାଟକ । ଘଟଣାର ୨୪…

ରାଜଧାନୀର ଏକ ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଅଭିଯୋଗ ! ମୁଣ୍ଡ ଜାମିନ ରଖି ଏକ କୋଟି ମାଗୁଛନ୍ତି ଅପହରଣକାରୀ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଚାଞ୍ଚଲ୍ୟ । ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଅଭିଯୋଗ । ମୁଣ୍ଡ ଜାମିନ ରଖି କୋଟିଏ ଟଙ୍କା ଦାବି କଲେ ଅପହରଣକାରୀ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ବି ପୋଲିସ ହାତ…

ଭୁବନେଶ୍ୱର ଉପକଣ୍ଠରେ ନାଗସାପକୁ ବାହା ହୋଇଛନ୍ତି ଜଣେ ମହିଳା

ଭୁବନେଶ୍ୱର: ବାହାଘର ଏକ ପବିତ୍ର ବନ୍ଧନ । ପ୍ରକୃତିର ନିୟମ ଏବଂ ମଣିଷ ସମାଜକୁ ଆଗକୁ ନେବାର ଏକ ପ୍ରକ୍ରିୟା ହେଉଛି ବିବାହ । ତେଣୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୁଏ ବିବାହ । ଅବଶ୍ୟ ବର୍ତ୍ତମାନର ସମାଜରେ ଏଇ ବିବାହ ନେଇ ଅନେକ ବ୍ୟତିକ୍ରମ ଦେଖା ଯାଉଛି । ତେବେ ସେସବୁକୁ କେଉଁଠି ସ୍ୱୀକୃତି…

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼, କିଏ ଓ କାହିଁକି କଲା କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ମହିଳାଙ୍କୁ ଗୁଳି । ଜଙ୍ଗଲ ମଧ୍ୟରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଘଟଣା । ଗୁଳିମାଡରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଆହତ ମହିଳାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ସ୍ଥାନୀୟ ଅଞ୍ଚଳର ସ୍ବପ୍ନା…

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଜୀବନ ହାରିଥିବା ଅଭିଯୋଗ କଲେ ପରିବାର ଲୋକେ

ଜଳେଶ୍ୱର (କେନ୍ୟୁଜ): ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ। ମୃତକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଲଦା ଗାଁର ଖୁଦିରାମ ବେହେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ । ପାରିବାରିକ କଳହକୁ ନେଇ ମହିଳା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ବାଂଲାଦେଶରୁ ବାଲେଶ୍ବର ଆସିଥିବା ଯୁବତୀଙ୍କର ହେଲା ମେଡିକାଲ୍ ଟେଷ୍ଟ, ସମ୍ପର୍କକୁ ଭିତ୍ତିହୀନ କହି ଛୁ ମାରିଲେ ଯୁବକ

ବାଲେଶ୍ବର (କେନ୍ୟୁଜ): ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଆଜି ବାଲେଶ୍ବରରେ ପହଞ୍ଚିଲେ ପ୍ରେମିକା । ଗତକାଲି ସନ୍ଧ୍ୟାରେ ବାଂଲାଦେଶୀ ଯୁବତୀ ରୁମା କମର୍ଦ୍ଦା ଥାନାରେ ପହଞ୍ଚି ପ୍ରେମିକ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ଆଜି କମରଦା ପୋଲିସ ଯୁବତୀଙ୍କ…

ନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ

ପୁରୀ (କେନ୍ୟୁଜ): ନଦୀ ପଠାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ପୁରୀ ସଦର ଥାନା ଅଧୀନ ନୂଆଗାଁ ନିକଟ ନୂଆନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ତାଙ୍କ ଗଳା ଅଧା କଟି ଝୁଲି ରହିଥିବାବେଳେ ବାମ ହାତ ଶରୀରରୁ…

ପୂଜକଙ୍କ ପାପକର୍ମ: ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଜଗତସିଂହପୁର (କେନ୍ୟୁଜ): ପୂଜକଙ୍କ ପାପକର୍ମ । ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି । ରିଷ୍ଟ ଖଣ୍ଡନ ପାଇଁ…