Browsing Tag

woman bites off man’s finger

ମହଙ୍ଗା ପଡିଲା ମହିଳାଙ୍କୁ ଦୁର୍ବବ୍ୟହାର କରିବା, ଯୁବକଙ୍କ ଆଙ୍ଗୁଠି କାମୁଡି ଛିଡାଇଦେଲେ ମହିଳା

ନୂଆଦିଲ୍ଲୀ : ମହଙ୍ଗା ପଡିଲା ମହିଳାଙ୍କୁ ଦୁର୍ବ୍ୟବହାର କରିବା । ଦୁର୍ବ୍ୟବହାରର ପ୍ରତିଶୋଧ ସ୍ୱରୁପ ଯୁବକଙ୍କ ଆଙ୍ଗୁଠି କାମୁଡି ଛିଡାଇଦେଲେ ମହିଳା । ଆଉ ଛିଣ୍ଡା ଆଙ୍ଗୁଠି ସହ ପୋଲିସ୍‌ ଷ୍ଟେସନରେ ପହଞ୍ଚିଲେ ମହିଳା । ଉତ୍ତରପ୍ରଦେଶ କୌଶମ୍ବିରେ ଏଭଳି ଘଟଣା ଘଟିଛି । ବଜାରରୁ ଫେରୁଥିବା ବେଳେ…