ମହିଳାଙ୍କୁ ବୀଭତ୍ସ ହତ୍ୟା: ବନ୍ଦ ଦୋକନ ଘରୁ ମିଳିଲା ମୃତଦେହ
କଟକ (କେନ୍ୟୁଜ): ମହିଳାଙ୍କୁ ବୀଭତ୍ସ ହତ୍ୟା। ବନ୍ଦ ଦୋକନ ଘରୁ ମିଳିଲା ମୃତଦେହ। କଟକ ଜଗତପୁର ତ୍ରିନାଥ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ଜଣକ କବିତା ବେହେରା। ଜଗତପୁର ଶିଳ୍ପାଞ୍ଚଳ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବନ୍ଦ ଦୋକାନ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ…