କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ, କାରଣ ଅସ୍ପଷ୍ଟ
କାମାକ୍ଷାନଗର: କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗାଁରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ହେଲେ ବାସନ୍ତି ରାଉତ ।
ଆଜି ସକାଳ ସମୟରେ ସାହି ବାସିନ୍ଦା କୂଅରୁ ପାଣି ନେବା ପାଇଁ ଆସିବା ସମୟରେ ମହିଳାଙ୍କ ଶରୀର…