ମହିଳା ଖାଇଦେଇଥିଲେ କିଛି ଏପରି, ୪୮ ଘଣ୍ଟା ମଧ୍ୟରେ ମହମବତୀ ପରି ତରଳିଗଲା ଶରୀର
ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ମହିଳାଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି । ପରେ ଜଣାପଡିଛି ଯେ ମହିଳା ଜଣକ ସମୁଦ୍ରରୁ ମିଳୁଥିବା ୨୪ଟି ଗେଣ୍ଡା ଜିଅନ୍ତା ଖାଇଦେଇଥିଲେ ଯେଉଁ କାରଣରୁ ମହିଳା ଜଣଙ୍କର ମୃତ୍ୟୁ ଘଟିଛି ।…